www.samajalive.in
Sunday, December 14, 2025
16.1 C
Bhubaneswar

ବାହାନଗା ରେଳ ଦୁର୍ଘଟଣା; ସିବିଆଇ ଟିମ୍‌‌ର ତଦନ୍ତ ଆରମ୍ଭ

ବାଲେଶ୍ୱର : ବାଲେଶ୍ୱର ବାହାନଗାରେ ହୋଇଥିବା ହୃଦୟବିଦାରକ ରେଳ ଦୁର୍ଘଟଣାରେ ଶହ ଶହ ଜୀବନ ଚାଲିଯାଇଛି। ବର୍ତ୍ତମାନ ମଧ୍ୟ ମୃତକଙ୍କ ପରିଜନ ମାନେ ମୃତଦେହ ନେବା ପାଇଁ ହସ୍ପିଟାଲରେ ଦିନ କାଟୁଛନ୍ତି। ତେବେ ଏହା ମଧ୍ୟରେ ବାହାନଗାରେ ରେଳ ଦୁର୍ଘଟଣାର କାରଣ ଖୋଜିବା ପାଇଁ ମଙ୍ଗଳବାର ପହଞ୍ଚି ତଦନ୍ତ ଆରମ୍ଭ କରିଛି ସିବିଆଇ ଟିମ୍‌‌। ଦୁର୍ଘଟଣା ସ୍ଥଳରେ ୧୦ ଜଣିଆ ସିବିଆଇ ଟିମ୍‌‌ର ଖୋଳତାଡ ଆରମ୍ଭ ହୋଇଛି। ଫରେନସିକ ଟିମ୍‌‌ ମଧ୍ୟ ଉପସ୍ଥିତ ରହିଛନ୍ତି। ବାହାନଗା ଷ୍ଟେସନର ସିଗ୍‌‌ନାଲ ରୁମ୍‌‌ରେ ଖୋଳତାଡ ଆରମ୍ଭ କରିଛି ସିବିଆଇ। ସିଗନାଲ୍‌‌ ରୁମ୍‌‌ରେ ଥିବା କର୍ମଚାରୀଙ୍କ ସହ ଆଲୋଚନା କରିଛି। ଏହାସହ ସିଗନାଲ୍‌‌ ରୁମ୍‌‌ ପରେ ଷ୍ଟେସନ ମାଷ୍ଟରଙ୍କ କାର୍ଯ୍ୟାଳୟରେ ମଧ୍ୟ ଖୋଳତାଡ କରିଛି। ଲୁପ୍‌‌ ଲାଇନ ଓ ମେନ୍‌‌ ଲାଇନରେ ମଧ୍ୟ ସିବିଆଇ ଯାଞ୍ଚ କରୁଛି।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories