www.samajalive.in
Saturday, December 13, 2025
26.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ବାହାନଗାରେ ପହଞ୍ଚିଲା ସିବିଆଇ.. ସିଗ୍‌‌ନାଲ ରୁମ୍‌‌ରେ ଥିବା କର୍ମଚାରୀଙ୍କ ସହ ହେଉଛି ଆଲୋଚନା..

ସୁନ୍ଦରଗଡ : ସୁନ୍ଦରଗଡ ଗ୍ରାମ୍ୟ ଉନ୍ନୟନ ବିଭାଗ ସହକାରୀ ଯନ୍ତ୍ରୀ ସଞ୍ଜୟ ବେହେରାଙ୍କ ଘରେ ଭିଜିଲାନ୍ସ ଚଢାଉ..

- Advertisement -

ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢାଉ..

ବାହାନଗା ଟ୍ରେନ ଦୁର୍ଘଟଣା ; ଆଜି ଓ କାଲି ପାଇଁ ୭୪ଟି ଟ୍ରେନ ବାତିଲ୍‌‌..

୭୪ ଟ୍ରେନ୍‌‌ ବାତିଲ ସହ ଗୋଟିଏ ଟ୍ରେନ୍‌‌ର ଗତିପଥ ପରିବର୍ତ୍ତନ..

ଖୋର୍ଦ୍ଧା : ଘର ପଛପଟେ ବୃଦ୍ଧଙ୍କୁ ଦଳି ମାରିଲା ହାତୀ..

ଟାଙ୍ଗୀ ରେଞ୍ଜ ଦଳକ ଗାଁରେ ହାତୀ ଆକ୍ରମଣରେ ବୃଦ୍ଧ ମୃତ..

ବାରିପଦା : ଦନ୍ତା ହାତୀ ଆକ୍ରମଣରେ ବୃଦ୍ଧା ମୃତ..

ମହୁଲଫୁଲ ଗୋଟାଇବାକୁ ଯାଇ ହାତୀ ଆକ୍ରମଣର ଶିକାର ହେଲେ ମହିଳା..

ପାରଳାଖେମୁଣ୍ଡି : ଏକ୍ସପାଏରୀ ଔଷଧ ଖାଇ ଶିଶୁର ମୃତ୍ୟୁ ନେଇ ଅଭିଯୋଗ..

ମୃତଦେହ ରଖି ରାସ୍ତାରେ ଧାରଣା ଦେଲେ ପରିବାର ଲୋକେ..

ଆଜି ଓଡିଶା ଆସିପାରନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ..

ଦୁର୍ଘଟଣାରେ ଆହତଙ୍କୁ ଭେଟିବାକୁ ଆସିପାରନ୍ତି..

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories