www.samajalive.in
Sunday, December 7, 2025
14.1 C
Bhubaneswar

କାଳବୈଶାଖୀରେ ଘର ଛପର ଉଡିଯାଇଥିବା ବିପନ୍ନଙ୍କୁ ସହାୟତା

ଗୁରୁଡିଝାଟିଆ : କାଳବୈଶାଖୀର ପ୍ରଭାବରେ ନିଜ ଝାଟିମାଟି ଘରର ଛପର ଉଡି ଯାଇଥିଲା। ଫଳରେ ଖୋଲା ଆକାଶ ତଳେ ଜୀବନ ବିତାଉଥିଲା ଓରନ୍ଦା ଗ୍ରାମର ପ୍ରଭାକର ବେହେରା ପରିବାର। ଏନେଇ ଖବର ପାଇ ଆଠଗଡ ବିକାଶ ମଞ୍ଚର ସଭାପତି ତଥା ସମାଜସେବୀ ମାନସ ବସ୍ତିଆ ଓରନ୍ଦାରେ ପହଞ୍ଚି ବିପନ୍ନ ପରିବାର ସଦସ୍ୟ କାଜଲ ବେହେରାଙ୍କୁ ଘର ଉପରେ ପକାଇବା ନିମନ୍ତେ ପଲିଥିନ ଯୋଗାଇ ଦେଇଛନ୍ତି ଏବଂ ବିପନ୍ନଙ୍କ ଠାରୁ ଅସୁବିଧା ସଂପର୍କରେ ବୁଝିବା ସହିତ ଅନ୍ୟାନ୍ୟ ସହଯୋଗ କରିବା ପାଇଁ  ପ୍ରତିଶ୍ରୁତି ଦେଇଛନ୍ତି।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories