www.samajalive.in
Sunday, December 14, 2025
26.1 C
Bhubaneswar

ଆଗକୁ ପ୍ରବଳ ଗରମ- ଓଡ଼ିଶା ସମେତ ୯ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଗ୍ରୀଷ୍ମପ୍ରବାହ ସମ୍ଭାବନା

ଭୁବନେଶ୍ୱର – ରାଜ୍ୟରେ ରୌଦ୍ରର ପ୍ରକୋପ । ଗରମରେ ଛଟପଟ ହେଉଥିବା ଲୋକ ଆହୁରି ଅଧିକ ତାପର ପ୍ରକୋପକୁ ସହ୍ୟ କରିବେ । ଓଡ଼ିଶା ସହିତ ଦେଶର ୯ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ପାଇଁ ଭାରତୀୟ ପାଣିପାଗ ବିଭାଗର ଗ୍ରୀଷ୍ମ ପ୍ରବାହ ( Heatwave ) ନେଇ ସତର୍କସୂଚନା ଜାରି କରାଯାଇଛି ।

ଶନିବାରରେ ଗୁଜୁରାଟ ଏବଂ ରାଜସ୍ଥାନ, ଶନି ଏବଂ ରବିବାରରେ ମଧ୍ୟପ୍ରଦେଶରେ ଗ୍ରୀଷ୍ମପ୍ରବାହ ହେବ । ମେ ୧୫ ଏବଂ ୧୬ ତାରିଖରେ ବିହାର . ଓଡ଼ିଶା ସହ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ ଏବଂ ପୁଡୁଚେରୀରେ ଗ୍ରୀଷ୍ମ ପ୍ରବାହ ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ପ୍ରବଳ ଖରାରେ ବାହାରେ ନବୁଲିବ, ଛତା କଳାଚଷମା ଓଦା ଗାମୁଛା ବ୍ୟବହାର କରିବା । ଲୁ ଲୁଗିଲେ ତୁରନ୍ତ ପାଣି ପିଇବା ସହ ଏହାର ଉପଚାର କରିବା ପାଇଁ ପରାମର୍ଶ ଦିଆଯାଇଛି ।

Hot this week

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

Related Articles

Popular Categories