www.samajalive.in
Sunday, December 14, 2025
26.1 C
Bhubaneswar

୧୯ରୁ ନ୍ୟାୟାଧିକରଣଙ୍କ ମହାନଦୀ ଅବବାହିକା ଅଞ୍ଚଳ ପରିଦର୍ଶନ

ନୂଆଦିଲ୍ଲୀ : ମହାନଦୀ ଜଳ ବିବାଦ ସମାଧାନ ଲାଗି ନ୍ୟାୟାଧିକରଣ (ଟ୍ରାଇବୁନାଲ)ଅଧ୍ୟକ୍ଷ ବିଚାରପତି ଏ.ଏମ୍‌. ଖାଣ୍ଡୱିଲକରଙ୍କ ନେତୃତ୍ୱରେ ବିଚାରପତି ରବି ରଞ୍ଜନ ଏବଂ ବିଚାରପତି ଇନ୍ଦରମିତ କୌର କୋଚ୍ଚରଙ୍କ ତିନି ଜଣିଆ ଦଳ ଓଡ଼ିଶାରେ ମହାନଦୀ ଅବବାହିକା କ୍ଷେତ୍ର ପରିଦର୍ଶନ ଲାଗି ମେ’ ୧୯ (ଶୁକ୍ରବାର) ଭୁବନେଶ୍ୱରରେ ପହଞ୍ଚିବେ। ପୂର୍ବରୁ ମେ’ ୧୦ରେ ଟ୍ରାଇବୁନାଲଙ୍କ ତିନି ଜଣିଆ ବିଚାରପତି ଦଳଙ୍କ ଓଡ଼ିଶାରେ ମହାନଦୀ ଅବବାହିକା କ୍ଷେତ୍ର ପରିଦର୍ଶନ ଲାଗି ସ୍ଥିର ହୋଇଥିଲା। ଛତିଶଗଡ଼ ଗସ୍ତ ସମୟରେ ଟ୍ରାଇବୁନାଲ ଅଧ୍ୟକ୍ଷ ବିଚାରପତି ଏ.ଏମ୍‌. ଖାଣ୍ଡୱିଲକର ଅସୁସ୍ଥ ହୋଇପଡ଼ିବାରୁ ଗସ୍ତ କାର୍ଯ୍ୟକ୍ରମରେ ପରିବର୍ତ୍ତନ ହୋଇଛି। ଟ୍ରାଇବୁନାଲ ଦୁଇଟି ପର୍ଯ୍ୟାୟରେ ଓଡ଼ିଶାରେ ମହାନଦୀ ଅବବାହିକା ଅଞ୍ଚଳ ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories