www.samajalive.in
Sunday, December 14, 2025
23.1 C
Bhubaneswar

ଯେକୌଣସି ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ କରାଯିବା ଆବଶ୍ୟକ – ଡଃ ଏସ ଜୟଶଙ୍କର

ଡ଼େସ୍କ: ଆତଙ୍କବାଦ କୌଣସି ପ୍ରକାରରେ ସମାଜର ମଙ୍ଗଳ କରେ ନାହିଁ ତେଣୁ ଯେ କୌଣସି ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପ ବନ୍ଦ କରାଯିବା ଆବଶ୍ୟକ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଏସ ଜୟଶଙ୍କର କହିଛନ୍ତି। ଆଜି ଗୋଆରେ ଆରମ୍ଭ ହୋଇଥିବା ସାଂଘାଇ ସହଯୋଗ ସଂଗଠନ ବୈଠକରେ ଯୋଗଦେଇ ସେ କହିଛନ୍ତି ଯେ ସୀମାପାର ଆତଙ୍କବାଦ ହେଉ କି ଅନ୍ୟ କୌଣସି ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପ, ତାହା ବିରୋଧରେ ଲଢେଇ ଜାରି ରଖିବା ହେଉଛି ସାଂଘାଇ ସହଯୋଗ ସଂଗଠନର ପ୍ରମୁଖ ପ୍ରସଙ୍ଗ।

ଆତଙ୍କବାଦ ବିରୋଧୀ ପଦକ୍ଷେପ ବର୍ତ୍ତମାନ ସମୟର ମୁଖ୍ୟ ଆବଶ୍ୟକତା ବୋଲି ଡଃ ଜୟଶଙ୍କର କହିଛନ୍ତି। ଏହି ବୈଠକରେ ଇଂରାଜୀ ଭାଷାକୁ ଏସସିଓର ତୃତୀୟ ବ୍ୟବହାରିକ ଭାଷା ଭାବେ ଗ୍ରହଣ କରିବାକୁ ସେ ସଦସ୍ୟ ଦେଶମାନଙ୍କ ସମର୍ଥନ ଲୋଡିଛନ୍ତି ଯାହା ଫଳରେ ଇଂରାଜୀ ଭାଷାଭାଷୀ ସଦସ୍ୟ ଦେଶଗୁଡିକ ପ୍ରତ୍ୟେକ ବିଷୟ ସହଜରେ ତର୍ଜମା କରିପାରିବେ।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories