www.samajalive.in
Saturday, December 13, 2025
26.1 C
Bhubaneswar

ଅମ୍ବାନୀଙ୍କ ପୁଅ ପିନ୍ଧୁଛନ୍ତି ୧୮ କୋଟି ଟଙ୍କାର ଘଣ୍ଟା, ବ୍ୟାଗର ଦାମ୍‌ ଏତେ ଅଧିକ

ଅମ୍ବାନୀ ପରିବାର ଶୁଭାରମ୍ଭ କରିଥିବା ‘ନୀତା ମୁକେଶ ଅମ୍ବାନୀ ସାଂସ୍କୃତିକ କେନ୍ଦ୍ର’(ଏନ୍‌ଏମ୍‌ଏସିସି) ଉଦ୍‌ଘାଟନୀ ଉତ୍ସବରେ ପୂରା ବିଶ୍ବରୁ ଜଣାଶୁଣା ବ୍ୟକ୍ତିମାନଙ୍କୁ ନିମନ୍ତ୍ରଣ କରାଯାଇଥିଲା। ସମଗ୍ର ବିଶ୍ବ ଗଣମାଧ୍ୟମରେ ଏହି ଖବରଟି ଦୃଷ୍ଟି ଆକର୍ଷଣ କରିଛି। ସିନେତାରକା, ଶିଳ୍ପପତି ସମସ୍ତଙ୍କ ଭିଡ଼ ଏଠି ଦେଖିବାକୁ ମିଳିଲା। ସମସ୍ତେ ନାମୀଦାମୀ ଡିଜାଇନର ପୋଷାକ ପିନ୍ଧି ସେଠାକୁ ଆସିଥିଲେ। ଅମ୍ବାନୀ ପରିବାର ବି ଏଥିରୁ ବାଦ୍ ପଡ଼ିନଥିଲେ।

ସବୁଠୁ ଅଧିକ ଚର୍ଚ୍ଚାକୁ ଅମ୍ବାନୀ ଘରର ସାନ ପୁଅ ଅନନ୍ତ ଓ ତାଙ୍କ ଭାବୀ ପତ୍ନୀ ରାଧିକା ଆସିଛନ୍ତି। ଅନନ୍ତ ଏକ ଅନ୍ତର୍ଜାତୀୟ ବ୍ରାଣ୍ଡର ଘଣ୍ଟା ପିନ୍ଧିଥିଲେ, ଯାହାର ଆନୁମାନିକ ମୂଲ୍ୟ ୧୮ କୋଟି ଟଙ୍କା ହେବ। ରାଧିକା ହର୍ମେସ୍ ବ୍ରାଣ୍ଡର କୁନି ବ୍ୟାଗ୍ ଧରିଥିଲେ, ଯାହା ୨କୋଟି ଟଙ୍କା ମୂଲ୍ୟର ବୋଲି ଜଣାପଡ଼ିଛି। ମଜାର କଥା ହେଉଛି, ରାଧିକାଙ୍କ ଏଇ କୁନି ବ୍ୟାଗ୍‌ରେ ଗୋଟିଏ ଛୋଟ ଲିପ୍‌ଷ୍ଟିକ୍‌ ହିଁ ଜାଗା ହୋଇପାରିବ, ଅନ୍ୟ କିଛି ରଖିବାକୁ ବ୍ୟାଗ୍‌ରେ ସ୍ଥାନ ଅଭାବ। ଏହା ସତ୍ତ୍ବେ ବ୍ୟାଗ୍‌ର ଦାମ୍ ୨କୋଟି ଟଙ୍କା।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories