www.samajalive.in
Sunday, December 14, 2025
26.1 C
Bhubaneswar

ମିଡ଼ିଆ ବ୍ରଦର୍ସ ପକ୍ଷରୁ ଉତ୍କଳ ଦିବସ

ନିଶ୍ଚିନ୍ତକୋଇଲି :  କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ମିଡ଼ିଆ ବ୍ରଦର୍ସ ପକ୍ଷରୁ ସ୍ୱତନ୍ତ୍ର ପ୍ରଦେଶ ଗଠନର ୮୭ତମ ବାର୍ଷିକ ଉତ୍ସବ ନିଶ୍ଚିନ୍ତକୋଇଲି କଲେଜ ଛକ ତାରିଣୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଛି। ମିଡ଼ିଆ ବ୍ରଦର୍ସର ଅଧକ୍ଷ ସୁରେନ୍ଦ୍ର ନାଥ ରାଉତଙ୍କ ଅଧ୍ୟକ୍ଷତାରେ ଏଥିରେ ମିଡ଼ିଆ ବ୍ରଦର୍ସର ଉପସଭାପତି ରମେଶ ଚନ୍ଦ୍ର ଜେନା, କୋଷାଧକ୍ଷ ଜଗନ୍ନାଥ ପଣ୍ଡା, ପଲ୍ଲୀ ଠାରୁ ଦିଲ୍ଲୀର ସମ୍ପାଦକ ଉମା ଶଙ୍କର ସାହୁ, ପ୍ରମୋଦ ସ୍ୱାଇଁ, ଦେବେଦ୍ର ଷଢଙ୍ଗୀ, ସତ୍ୟଜିତ ମହାପାତ୍ର, ପ୍ରକାଶ ଚନ୍ଦ୍ର ରାଉଳ ପ୍ରମୁଖ ଯୋଗ ଦେଇ ଓଡିଶାକୁ ସ୍ୱତନ୍ତ୍ର ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ମଧୁସୂଦନ ଦାସଙ୍କ ଜୀବନ ଆଦର୍ଶ ସମ୍ପର୍କରେ ବିଶଦ  ଆଲୋଚନା କରିଥିଲେ। । ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତିକୁ ଅଧିକ ରୁଦ୍ଧିମନ୍ତ କରିବା ଏବଂ ମଧୁବାବୁଙ୍କ ସ୍ୱାଭିମାନ, ସ୍ୱାବଲମ୍ବନ ଓ ସ୍ଵରୋଜଗାର ଆଦର୍ଶକୁ ଜୀବନର ବ୍ରତ ଭାବେ ଗ୍ରହଣ କରିବା ପାଇଁ ଆହ୍ୱାନ ଦେଇଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories