www.samajalive.in
Monday, December 8, 2025
27.1 C
Bhubaneswar

ଓଜନ ବଢାଇଥାଏ ଏହି ଖାଦ୍ୟ

ଓଜନ କମ କରିବା ଯେତିକି କଷ୍ଟ ଓଜନ ବଢାଇବା ମଧ୍ୟ କଷ୍ଟ। ଲୋକମାନେ ଓଜନ କମାଇବା ପାଇଁ ଅନେକ କିଛି ଉପାୟ କରିଥାନ୍ତି। ସେହିପରି ପତଳା ଲୋକମାନେ ଓଜନ ବଢାଇବା ପାଇଁ ମଧ୍ୟ ଅନେକ କଷ୍ଟ କରିଥାନ୍ତି। ଓଜନ ବଢାଇବା ପାଇଁ ବ୍ୟାୟାମ, ଫ୍ୟାଟ୍ ଥିବା ଖାଦ୍ୟ ଓ କ୍ୟାଲୋରୀଯୁକ୍ତ ଖାଦ୍ୟ ସେବନ କରିଥାନ୍ତି। କିଛି ଖାଦ୍ୟ ରହିଛି ଯାହା ଖାଇବା ଦ୍ବାରା ଓଜନ ବଢିଥାଏ। ସେହି ଖାଦ୍ୟ ଖାଇବା ଦ୍ବାରା ଶରୀର ସୁସ୍ଥ ରହିବା ସହ ସ୍ବାସ୍ଥ୍ୟାଗତ ସମସ୍ୟା ଦୂର ହୋଇଥାଏ। ସେହି ଖାଦ୍ୟ ପଦାର୍ଥରେ ଥିବା ପୋଷକ ତତ୍ତ୍ବ ମାଂସପେଶୀୟ ବୃଦ୍ଧିରେ ସହାୟକ ହୋଇଥାଏ।

କ୍ଷୀର :

- Advertisement -

କ୍ଷୀର ଓଜନ ବଢାଇବାରେ ସାହାର୍ଯ୍ୟ କରିଥାଏ। ଏହାଦ୍ବାରା ମାଂସପେଶୀୟ ବୃଦ୍ଧି ମଧ୍ୟ ହୋଇଥାଏ। କ୍ଷୀରରେ ପ୍ରୋଟିନ୍, ଫ୍ୟାଟ୍ ରହିଛି। ଏହା କ୍ୟାଲସିୟମର ମାତ୍ରାକୁ ବଢାଇଥାଏ। କ୍ଷୀରରେ ପ୍ରୋଟିନ୍ ଥିବାରୁ ଏହା ଓଜନ ବଢାଇଥାଏ।

ଭାତ :

ଭାତ ଖାଇବା ଦ୍ବାରା ଓଜନ ବଢିଥାଏ। ଭାତରେ ୧୯୦ କ୍ୟାଲୋରୀ, ଫ୍ୟାଟ୍ ରହିଥିବାରୁ ତାହା ଓଜନ ବଢାଇଥାଏ। ଭାତରେ ସ୍ବାସ୍ଥ୍ୟ ପାଇଁ ଉତ୍ତମ ପୋଷଣ ଥିବାରୁ ତାହା ଓଜନ ବଢିବାରେ ସହାୟକ ହୋଇଥାଏ।

ଡ୍ରାଏ-ଫ୍ରୁଟସ୍ :

ଡ୍ରାଏ-ଫ୍ରୁଟସ୍ ରେ ୩୫୯କ୍ୟାଲୋରୀ ରହିଛି। ଏହା ଓଜନ ବଢାଇବାରେ ସାହାର୍ଯ୍ୟ କରିଥାଏ। ଏବଂ ମାଂସପେଶୀୟକୁ ଠିକ ଭାବେ ବିକାଶ କରିବାରେ ସାହାଯ୍ୟ କରିଥାଏ। ଏଥିରେ ଭିଟାମିନର ମାତ୍ରା ମଧ୍ୟ ରହିଥାଏ। ଭିଟାମିନ ଓଜନ ବଢାଇବା ସହ ଶରୀର ସୁସ୍ଥ ରଖିଥାଏ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories