www.samajalive.in
Saturday, December 13, 2025
26.1 C
Bhubaneswar

ରାଜଧାନୀରେ ହୋର୍ଡିଂ ଉପରେ ହାଇଡ୍ରାମା

ଭୁବନେଶ୍ୱର – ରାଜଧାନୀ ଭୁବନେଶ୍ୱରର ଶିଶୁ ଭବନ ଛକରେ ଦେଖିବା ପାଇଁ ମିଳିଥିଲା ଏକ ଅଭାବନୀୟ ଘଟଣା । ହୋର୍ଡିଂ ଉପରେ ଚଢି ଜଣେ ଗାଡି ଚାଳକ ଆତ୍ମହତ୍ୟା ପାଇଁ ଦମକ ଦେଇଥିଲେ । ଅଗ୍ନଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ପ୍ରାୟ ୨ ଘଣ୍ଟା କାଳ ପରିଶ୍ରମ କରି ସେହି ବ୍ୟକ୍ତିଙ୍କୁ ଉଦ୍ଧାର କରିଛନ୍ତି । ଉଦ୍ଧାର ହୋଇଥିବା ବ୍ୟକ୍ତିଙ୍କ ନାମ ଟୁଲୁ ପାତ୍ର ଏବଂ ତାଙ୍କ ଘର ବାଲେଶ୍ୱରରେ ।

ଏହି ଘଟଣା ପରେ ପୁଲିସ ତାଙ୍କୁ କ୍ୟାପିଟାଲ ଥାନାକୁ ନେଇ ପଚରା ଉଚରା କରୁଛି । ତେବେ ସେ କେଉଁ କାରଣରୁ ଏପରି କରୁଥିଲେ ତାହା ଜଣା ପଡି ନାହିଁ ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories