ନୋବେଲ୍ ଶାନ୍ତି ପୁରସ୍କାର ଦୌଡରେ ସବୁଠାରୁ ଆଗରେ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ – ନୋବେଲ୍ ଶାନ୍ତି ପୁରସ୍କାର ଦୌଡରେ ସବୁଠାରୁ ଆଗରେ ନରେନ୍ଦ୍ର ମୋଦୀ – ଯୁଦ୍ଧ ରୋକିବାରେ ସଫଳ ହୋଇଥିବା ନୋବେଲ୍ ପୁରସ୍କାର ଚୟନ କମିଟି ସଦସ୍ୟଙ୍କ ସୂଚନା ।
ମୋଦୀଙ୍କ ଲୋକପ୍ରିୟତା ବେଶ୍ ବୃଦ୍ଧି ପାଇଛି । ସାରା ବିଶ୍ୱରେ ଶାନ୍ତି ବଜାୟ ରଖିବା ପାଇଁ ଭାରତର ଯୋଗଦାନ ବେଶ୍ ଅଧିକ । କରୋନା ସମୟରେ ସାରା ବିଶ୍ୱକୁ ଭାରତ ପକ୍ଷରୁ ଟିକା ଯୋଗାଇ ଦିଆଯାଇଥିଲା । ଏହା ଅନେକକଙ୍କ ଜୀବନ ରକ୍ଷାରେ ସହାୟକ ହୋଇଥିଲା । ଏଥିରେ ପ୍ରଧାନମନ୍ତ୍ରୀ ମୋଦିଙ୍କର ବଡ ଯୋଗଦାନ ଥିଲା ।
ଏବେ ନୋବେଲ୍ ପୁରସ୍କାର କମିଟି ଭାରତ ଆସିଛନ୍ତି । ଏମାନେ ପୁରସ୍କର ବିଜେତାଙ୍କ ବିଷୟରେ ନିର୍ଣ୍ଣୟ ନେଇଥାଆନ୍ତି । ଚଳିତ ନୋବେଲ୍ ଶାନ୍ତି ପୁରସ୍କାର ଦୌଡରେ ପ୍ରଧାନମନ୍ତ୍ରୀ ମୋଦୀଙ୍କର ନାମ ଆଗରେ ଥିବା ଏହାର ଡେପୁଟୀ ଲିଡର୍ ଏସ୍ଲେ ଟୋଜେ କହିଛନ୍ତି ।
ମୋଦୀ ଜଣେ ଶକ୍ତିଶାଳୀ ନେତା । ବିଶ୍ୱ ଶାନ୍ତିରେ ତାଙ୍କର ଯୋଗଦାନ ବେଶ୍ ଅଧିକ ବୋଲି ସେ କହିଛନ୍ତି ।
Comments are closed.