www.samajalive.in
Saturday, December 13, 2025
26.1 C
Bhubaneswar

ପରୀକ୍ଷା କେନ୍ଦ୍ର ନିକଟରେ ମାଇକ୍ରୋ ଜେରକ୍ସ – ଉପଜିଲ୍ଲାପାଳଙ୍କ ଚଢଉ

ଭୁବନେଶ୍ୱର (ସମାଜ ଡିଜିଟାଲ୍‌ ଡେସ୍କ)- ମାଟ୍ରିକ୍‌ ପରୀକ୍ଷା କେନ୍ଦ୍ର ନିକଟରେ ଥିବା ଫଟୋକପି ବା ଜେରକ୍ସ ଦୋକନରେ ଚଢଉ । କେନ୍ଦୁଝର ଆନନ୍ଦପୁର ପୌରପାଳିକାରେ ଥିବା ବିଭିନ୍ନ ଜେରକ୍ସ ଦୋକାନ ଉପରେ ଉପଜିଲ୍ଲାପାଳ ଏବଂ ପୁଲିସ୍‌ ଅଧିକାରୀ ମିଳିତ ଭାବେ ଚଢଉ କରିଛନ୍ତି । ଏହି ସବୁ ଜେରକ୍ସ ଦୋକାନମାନଙ୍କୁରେ ସାମ୍ଭବ୍ୟ ପ୍ରଶ୍ନୋତ୍ତରକୁ ମାଇକ୍ରୋ ଜେରକ୍ସ କରି ଦିଆଯାଉଥିବା ଅଭିଯୋଗ ହୋଇଥିଲା ।

ମାଟ୍ରିକ ପରୀକ୍ଷା ଚାଲୁଥିବା ଦିନ ଦୋକାନ ବନ୍ଦ ରଖିବା ସହ ଏପରି କାମ ନ କରିବା ପାଇଁ ଉପଜିଲ୍ଲାପାଳ ତାଗିଦ କରିଛନ୍ତି । ଏହାସହ ବିଭିନ୍ନ କେନ୍ଦ୍ରରେ କଡାକଡି କପି ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories