www.samajalive.in
Saturday, December 13, 2025
26.1 C
Bhubaneswar

ଟିଟିଲାଗଡ଼ରେ ଚାଞ୍ଚଲ୍ୟ-ପିସ୍ତଲ ସହ ଅଭିଯୁକ୍ତ ଅଟକ

ଟିଟିଲାଗଡ଼ – ଟିଟିଲାଗଡ଼ ପୋଲିସକୁ ବଡ଼ ସଫଳତା । ବିଭିନ୍ନ ଅପରାଧିକ ମାମଲାରେ ଜଡିତ ଥିବା ଏକ ବଡ଼ ଗ୍ୟାଙ୍ଗକୁ ଟିଟିଲାଗଡ଼ ପୋଲିସ କାବୁ କରିଛି ।ସେମାନଙ୍କ ଠାରୁ ଦୁଇଟି ଦେଶୀ ବନ୍ଧୁକ, ଦେଶୀ କଟାର ସହ ଅନେକ ସାମଗ୍ରୀ ଜବତ କରାଯାଇଛି ।

୬ ଜଣ ଯୁବକଙ୍କୁ ପୁଲିସ ଅଟକ ରଖି ପଚରାଉଚୁରା କରୁଛି । ବଲାଙ୍ଗିର ଏସପି ଏନେଇ ଟିଟିଲାଗଡ଼ ପହଞ୍ଚିବା ପରେ ସାମ୍ବାଦିକ ସମ୍ମିଳନୀ ଡ଼ାକି ବିସ୍ତୃତ ସୂଚନା ଦିଆଯିବ ବୋଲି ଥାନା ଆଇଆଇସି ରଞ୍ଜନ ବରିହା କହିଛନ୍ତି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories