www.samajalive.in
Sunday, December 14, 2025
26.1 C
Bhubaneswar

ଅମିତାଭ ବଚ୍ଚନ ଆହତ – ଯନ୍ତ୍ରଣାଦାୟକ ବୋଲି ବ୍ଲଗରେ ସୂଚନା ଦେଲେ

ମୁମ୍ବଇ – ପ୍ରୋଜେକ୍ଟ କେ’ର ସୁଟିଂ ବେଳେ ଆହତ ହୋଇଛନ୍ତି ବିଗ୍‌ ବି ଅମିତାଭ ବଚ୍ଚନ । ହାଇଦ୍ରାବାଦରେ ଏହାର ସୁଟିଂ ଚାଲିଥିବା ବେଳେ ସେ ଆହତ ହୋଇଛନ୍ତି। ଏକ ବ୍ଲଗରେ ସେ ନିଜ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ସୂଚନା ଦେଇଛନ୍ତି । ଏବେ ତାଙ୍କର ମୁମ୍ବଇସ୍ଥିତ ବାସଭବନରେ ସେ ବିଶ୍ରାମ ନେଉଥିବା କଥା ଉଲ୍ଲେଖ କରିଛନ୍ତି ।

ଏକ ମାରପିଟ୍‌ ବା ଆକ୍ସନ ସିକ୍ୱିଏନ୍ସ ସୁଟିଂ ବେଳେ ତାଙ୍କର ଡାହାଣ ପାଖ କାନ୍ଧର ମାଂଶପେଶୀ ଛିଣ୍ଡିଯାଇଥିଲା । ଡାକ୍ତର ତାଙ୍କୁ ବିଶ୍ରାମ କରିବା ପାଇଁ ପରାମର୍ଶ ଦେଇଛନ୍ତି । ଏହାପରେ ତାଙ୍କର ସମସ୍ତ ସୁଟିଂ ବାତିଲ କରାଯାଇଛି। ଭଲ ହେବା ପାଇଁ ତାଙ୍କୁ ଦୁଇ ତିନି ସପ୍ତାହ ଲାଗିପାରେ ବୋଲି ଆଶାବ୍ୟକ୍ତି କରିଛନ୍ତି ।

- Advertisement -

ଏବେ ଶ୍ୱାସ କ୍ରିୟା ବେଳେ ଏବଂ ଚାଲବୁଲା କରୁଥିବା ବଳେ ତାଙ୍କୁ କଷ୍ଟ ହେଉଥିବା କଥା ଅମିତାଭ ବଚ୍ଚନ ନିଜ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories