www.samajalive.in
Sunday, December 14, 2025
26.1 C
Bhubaneswar

ଆମଠାରୁ ଦୂରେଇ ଯାଉଛି ଜହ୍ନ….

ଚନ୍ଦ୍ରରେ ଘରଦ୍ବାର କରିବା, ଜନବସତି ବଢ଼ିବ, ଏମିତି କେତେ କ’ଣ ଯୋଜନା ବୈଜ୍ଞାନିକମାନେ କରୁଛନ୍ତି । ଅନୁସନ୍ଧାନରୁ ଯାହା ଜଣାପଡ଼ୁଛି, ସେସବୁ ଯୋଜନା ଫସର ଫାଟିଯିବ। କାରଣ ଆମ ଅତି ପ୍ରିୟ ଜହ୍ନ ମାମୁଁ ଯେ ପୃଥିବୀ ନିକଟରୁ ଦୂରେଇ ଯାଉଛି। ଏକ ଇଂରାଜୀ ୱେବ୍‌ସାଇଟ୍‌ରେ ତଥ୍ୟ ପ୍ରକାଶିତ ହୋଇଥିଲା ଯେ ଗଲା କିଛି ବର୍ଷ ଭିତରେ ଚନ୍ଦ୍ରର ଦୂରତା ପୃଥିବୀ ନିକଟରୁ ଧୀରେଧୀରେ ବଢ଼ିବାରେ ଲାଗିଲାଣି।

ଯଦିଓ ଏଇ ଦୂରତା ଖୁବ୍ ଅଳ୍ପ, କିନ୍ତୁ ଆଗାମୀ କିଛି ବର୍ଷ ପରେ ଚନ୍ଦ୍ର ଯେ ସମ୍ପୂର୍ଣ୍ଣ ଭାବେ ଦୂରେଇ ନ ଯିବ, ତାହା କିଏ କହିବ। ବୈଜ୍ଞାନିକଙ୍କ ଅନୁଧ୍ୟାନ କହୁଛି, ପ୍ରତି ବର୍ଷ ଚନ୍ଦ୍ର ଓ ପୃଥିବୀ ଦୂରତା ୩.୭ ସେଣ୍ଟିମିଟର ବଢ଼ୁଛି। ନାସା ଗବେଷକଦଳ ମଧ୍ୟ ଏହି ତଥ୍ୟକୁ ସ୍ବୀକାର କରିଛନ୍ତି। କାହିଁ କେତେ ବର୍ଷ ପୁରୁଣା ଉପଗ୍ରହ ଚନ୍ଦ୍ର ଏଭଳି ଦୂରେଇ ଯାଉଥିବା ବିଷୟରେ ୧୯୬୯ରେ ବୈଜ୍ଞାନିକମାନେ ଜାଣିପାରିଥିଲେ।

- Advertisement -

ପୃଥିବୀର ଗତି କାରଣରୁ ଚନ୍ଦ୍ରଠାରୁ ଦୂରତା ବଢ଼ୁଥିବା ଅନୁମାନ କରାଯାଉଛି। ଏହା ଉପରେ ଅଧିକ ଗବେଷଣା ମଧ୍ୟ ଜାରି ରହିଛି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories