www.samajalive.in
Monday, December 8, 2025
13.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ହାଣ୍ଡିଶାଳରେ ମହଙ୍ଗାମାଡ .. ପୁଣି ଘରୋଇ ଏଲପିଜି ସିଲିଣ୍ଡର ଦର ବୃଦ୍ଧି ..

ଘରୋଇ ଏଲପିଜି ସିଲିଣ୍ଡର ଦର ୫୦ ଟଙ୍କା ବୃଦ୍ଧି

- Advertisement -

ଭିସୁଟ୍‌‌ ଛାତ୍ରୀଙ୍କ ମୃତଦେହ ଉଦ୍ଧାର .. ଦୀର୍ଘ ୧୨ ଘଣ୍ଟା ପରେ ଉଦ୍ଧାର ହେଲା ମୃତଦେହ..

ଗତକାଲି ପାୱାର ଚ୍ୟାନେଲରୁ ଡେଇଁ ପଡିଥିଲେ ବୁର୍ଲା ଭିସୁଟ୍‌ ଛାତ୍ରୀ ଚିନ୍ମୟୀ ପ୍ରିୟଦର୍ଶିନି ସାହୁ ..

ସୁନ୍ଦରଗଡ : ଗାଁରେ ବୁଲଛି ବାଘ.. ଲୋକେ ଆତଙ୍କିତ..

ବଡଗାଁ ରେଞ୍ଜ ଗେଲେବାହାଲରେ କଲରାପତରିଆ ବାଘ.. ଗାଁ ଲୋକେ ଘଉଡାଇବାରୁ ବାଘ ନିକଟ ଅଞ୍ଚଳରେ ଲୁଚିଛି..

ଉପସ୍ଥିତି ଅଛନ୍ତି ବନ କର୍ମଚାରୀ..

ଆଜିଠୁ ଆରମ୍ଭ ହେଉଛି +୨ ପରୀକ୍ଷା.. ରାଜ୍ୟର ୧୧ଶହ ୪୫ଟି କେନ୍ଦ୍ରରେ ପରୀକ୍ଷା ଦେବେ ୩ ଲକ୍ଷ ୫୮ ହଜାର ପରୀକ୍ଷାର୍ଥୀ..

ପୁଣି ବିଶ୍ୱର ଧନୀ ତାଲିକାରେ ୧ ନମ୍ବର ଅକ୍ତିଆର କଲେ ଟ୍ୱିଟର ଓ ଟେସଲା ମାଲିକ ଏଲନ ମସ୍କ..

ଲୋୟର ପିଏମଜିରେ ଆନ୍ଦୋଳନ ବେଳେ ପୁଲିସ ସହ ଧସ୍ତାଧସ୍ତି ଅଭିଯୋଗରେ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟଙ୍କ ସମେତ ୨୨ ବିଜେପି କର୍ମୀ ଗିରଫ..

ଭୁବନେଶ୍ୱର : ସୋସିଆଲ୍‌‌ ମିଡିଆରେ +୨ ପ୍ରଶ୍ନପତ୍ର ଭାଇରାଲ ପ୍ରସଙ୍ଗ.. ଭାଇରାଲ୍‌‌ ପ୍ରଶ୍ନପତ୍ର ବିରୋଧରେ ସାଇବର ଥାନାରେ ଏତଲା..

ଏତଲା ଦିଆଯାଇଥିବା ନେଇ ମନ୍ତ୍ରୀ ସମୀର ଦାଶଙ୍କ ସୂଚନା.. ପିଲାମାନେ ପ୍ରଭାବିତ ହୁଅନ୍ତୁ ନାହିଁ.. କୌଣସି ସତ୍ୟତା ନାହିଁ..

Hot this week

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

ଯାତ୍ରୀଙ୍କୁ ଟିକଟ ଅର୍ଥ ଫେରାଇଲା ଇଣ୍ଡିଗୋ

ନୂଆଦିଲ୍ଲୀ : ବିମାନ ଉଡାଣ ବାତିଲ ବାବଦକୁ ଇଣ୍ଡିଗୋ ଏୟାର ଲାଇନ୍ସ...

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

Related Articles

Popular Categories