www.samajalive.in
Wednesday, December 10, 2025
26.1 C
Bhubaneswar

୮୫ ତମ ଅଖିଳ ଭାରତ କଂଗ୍ରେସର ମହା ଅଧିବେଶନରେ ରାଜ୍ୟ କଂଗ୍ରେସ

ରାୟପୁର: ଛତିଶଗଡ଼ର ରାୟପୁର ଠାରେ ୮୫ ତମ ଅଖିଳ ଭାରତ କଂଗ୍ରେସର ମହାଅଧିବେଶନର ଦ୍ଵିତୀୟ ଅଧିବେଶନରେ ବରିଷ୍ଠ କଂଗ୍ରେସ ନେତୃବୃନ୍ଦ ମାନେ ଅଭିଭାଷଣ ରଖିଥିବା ବେଳେ କେତେକ ରାଜ୍ୟର ରାଜ୍ୟ ସଭାପତି ମଧ୍ୟ ନିଜ ନିଜର ମତ ରଖିଥିଲେ। ଓଡିଶା ରାଜ୍ୟର ପିସିସି ମୁଖପାତ୍ର ରଜନୀ କୁମାର ମହାନ୍ତି ନିଜର ଅଭିଭାଷଣ ରଖିଥିଲେ। ଓଡିଶାରୁ ପିସିସି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ,ସାଂସଦ ସପ୍ତଗିରି ଉଲ୍ଲାକା, ବିଧାୟକ ଦଳ ନେତା ନରସିଂହ ମିଶ୍ର, ବିଧାୟକ ସୁରେଶ କୁମାର ରାଉତରାୟ, ତାରା ପ୍ରସାଦ ବାହିନୀପତି, ରମେଶ ଜେନା, ଅଧିରାଜ ମୋହନ ପାଣିଗ୍ରାହୀ, ଏସ ରାଜେନ ଏକ୍କା, ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଯୁଧିଷ୍ଠିର ଜେନା, ପୂର୍ବତନ ସାଂସଦ ଅନନ୍ତ ସେଠି, ନକୁଳ ନାୟକ, ପୂର୍ବତନ ବିଧାୟକ ଭୁଜବଳ ମାଝୀ, କଟକ ଜିଲ୍ଲା ସଭାପତି ମାନସ ଚୌଧୁରୀ, ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା ପରିଡା, ଛାତ୍ର ସଭାପତି ୟାଶୀର ନୱାଜ, ଯୁବ ସଭାପତି ସ୍ମୁର୍ତ୍ତି ଲେଙ୍କା, ଭୁବନେଶ୍ୱର ଜିଲ୍ଲା ସଭାପତି ବିଶ୍ୱଜିତ ଦାଶ, କୋରାପୁଟ ଜିଲ୍ଲା ସଭାନେତ୍ରୀ ମିନାକ୍ଷୀ ବାହିନୀପତି, ଜାନକୀ ବଲ୍ଲଭ ପଟ୍ଟନାୟକ, ସୁଦର୍ଶନ ଦାଶ, ବିସ୍ମୟ ମହାପାତ୍ର, ଦୀପକ ମହାପାତ୍ର, ମନୀଷା ତ୍ରିପାଠୀ, ଲତିକା ପ୍ରଧାନ, ସୁବ୍ରତ ମହାପାତ୍ର, କୁମାର ଚିରଞ୍ଜୀବ, ମଧୁସ୍ମିତା ଆଚାର୍ଯ୍ୟ, ପଦ୍ମାକର ଗୁରୁ, ଶୁଭେନ୍ଦୁ ମହାନ୍ତି, ଅଶୋକ ଦାଶ, ଗୀତାଞ୍ଜଳି ମହାନ୍ତି, ଲୋକନାଥ ମହାରଥୀ, ସଞ୍ଜୟ ତ୍ରିପାଠୀ, ଦୁର୍ଗା ପାଢ଼ୀ, କିଶୋର ଜେନା, ପ୍ରଣତି ମିଶ୍ର, ପ୍ରଦୀପ ମହାପାତ୍ର, ସସ୍ମିତା ବେହେରା, ମିହିର ଆଚାର୍ଯ୍ୟ, ମଧୁସ୍ମିତା ଆଚାର୍ଯ୍ୟ, ସିବାନନ୍ଦ ରାୟ, ବିଶ୍ୱ ଭୂଷଣ ଦାଶ, ବିଶ୍ୱ ରଞ୍ଜନ ମହାନ୍ତି, ବିଭୁତି ମିଶ୍ର, ଟୁନା ମହାପାତ୍ର, ବିଦୁ ଭୂଷଣ ତ୍ରିପାଠୀ, ଦ୍ଵାରିକା ମହାପାତ୍ର, ସନ୍ତୋଷ ପ୍ରଧାନ, ଅଭିଷେକ ମହାନନ୍ଦ ପ୍ରମୁଖ ଓଡିଶାରୁ ୬୦୦ରୁ ଉର୍ଦ୍ଧ୍ବ କଂଗ୍ରେସ ନେତୃବୃନ୍ଦ ଯୋଗ ଦେଇଥିଲେ।

Hot this week

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

Related Articles

Popular Categories