www.samajalive.in
Sunday, December 14, 2025
14.1 C
Bhubaneswar

ରାଜ୍ୟବାସୀଙ୍କୁ ନିରାଶ କରିଛି ବଜେଟ – କଂଗ୍ରେସ

ଡେସ୍କ: ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ବଜେଟ ଜନସାଧାରଣଙ୍କ ହିତରେ ନୁହେଁ ବରଂ ଏକ ଅମଲା ପ୍ରସ୍ତୁତ ବଜେଟ ବୋଲି ପିସିସି ମିଡ଼ିଆ ଓ ଗଣ ଯୋଗାଯୋଗ ବିଭାଗ ଅଧକ୍ଷ ଗଣେଶ୍ୱର ବେହେରା କହିଛନ୍ତି। ସେ କହିଛନ୍ତି, ଆଜି ବିଧାନସଭାରେ ଆଗତ ହୋଇଥିବା ବଜେଟ ଓଡିଶାବାସୀଙ୍କୁ ନିରାଶ କରିଛି। ଲୋକେ ସମ୍ମୁଖୀନ ହେଉଥିବା ଅର୍ଥନୈତିକ ଦୁସ୍ଥିତିର ଉପଶମ ପାଇଁ ଏଥିରେ କୌଣସି ବ୍ୟବସ୍ଥା ନାହିଁ। ବିଶେଷ ଭାବେ କାଳିଆ ଯୋଜନା ସହାୟତା ରାଶି ଓ ବାର୍ଦ୍ଧକ୍ୟ, ଅକର୍ମଣ୍ୟ ଓ ବିଧବା ଭତ୍ତା ରାଶି ବୃଦ୍ଧି ନ ହେବା ଅସହାୟ ଲୋକଙ୍କ ପ୍ରତି ଅନ୍ୟାୟ ବୋଲି ସେ କହିଛନ୍ତି।

ଅନ୍ୟପକ୍ଷରେ ଉତ୍କଟ ବେକାରୀ ସମସ୍ୟା ଦୂର ପାଇଁ ବଜେଟରେ କୌଣସି ବ୍ୟବସ୍ଥା ନ ଥିବା ସେ ଅଭିଯୋଗ କରିଛନ୍ତି।

Hot this week

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

Related Articles

Popular Categories