www.samajalive.in
Saturday, December 13, 2025
26.1 C
Bhubaneswar

ମଧ୍ୟାହ୍ନ ୧୨ଟା ମୁଖ୍ୟ ଖବର

ଢେଙ୍କାନାଳ : ସିଡିଏମଓ, ଏଡିଏମଓଙ୍କୁ ହସ୍ପିଟାଲରେ ଘଣ୍ଟାଏ ଅଟକ ରଖିଲେ ବଣିକ, ଓକିଲ ଓ ସାମ୍ବାଦିକ ସଂଘ..

ରୋଗୀଙ୍କ ସହ କଥାବାର୍ତ୍ତା ପରେ ସିଡିଏମଓ, ଏଡିଏମଓଙ୍କୁ ଅଟକ ରଖିଲେ.. ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ନେଇ ଅଟକ ରଖିଲେ..

- Advertisement -

କୋଣାର୍କ : କୋଠ ସମ୍ପତ୍ତିକୁ ନେଇ ଦୁଇ ଗାଁ ମୁହାଁମୁହିଁ..

ନଡିଆ ତୋଳା ବେଳେ ଭଗବାନସିନ୍ଦୁରା ଓ ବଡସିରିଭିଳା ଗାଁ ମୁହାଁମୁହିଁ.. ନଡିଆ ତୋଳାକୁ ବିରୋଧ ସହ ପୁଲିସକୁ ଅଟକ ରଖିଲେ..

ଛତିଶଗଡର ଭାଟାପାରାର ଗ୍ରାମ ଖମରିଆ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା..୧୧ମୃତ ,୨୦ ଆହତ

ଋଷିକୁଲ୍ୟା ମୁହାଁଣ ସମୁଦ୍ର ବେଳାଭୂମିରେ ବିରଳ ଅଲିଭ ରିଡଲେ କଇଁଛଙ୍କ ସାମୁହିକ ଅଣ୍ଡାଦାନ..

ଓଡ଼ିଶା ଅର୍ଥନୀତି ସର୍ଭେ ରିପୋର୍ଟ ୨୦୨୨-୨୩ ବିଧାନସଭାରେ ଉପସ୍ଥାପିତ.. ବାସ୍ତବ ଅଭିବୃଦ୍ଧି ୭.୮ ପ୍ରତିଶତକୁ ବଢ଼ିବ ବୋଲି ଆକଳନ..

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବଜେଟ ଉପସ୍ଥାପନ କରିବେ.. ନବୀନ ସରକାରଙ୍କ ପଞ୍ଚମ ପାଳିର ଏହା ହେବ ଶେଷ ପୂର୍ଣ୍ଣାଙ୍ଗ ବଜେଟ..

ରୁଷ୍‌-ୟୁକ୍ରେନ ଯୁଦ୍ଧକୁ ଏକବର୍ଷ ପୂରଣ ହୋଇଥିବାବେଳେ ପୂନର୍ବାର ପରମାଣୁ ଅସ୍ତ୍ର ପ୍ରୟୋଗର ଧମକ ଦେଲେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ..

ରୁଷ୍ ଯୁଦ୍ଧ ବନ୍ଦ କରି ୟୁକ୍ରେନ ଛାଡ଼ିବାକୁ ଜାତିସଂଘ ସାଧାରଣ ପରିଷଦରେ ପ୍ରସ୍ତାବ ଗୃହୀତ, ଭାରତ, ଚୀନ୍ ସମେତ ୩୨ ରାଷ୍ଟ୍ର ମତଦାନରୁ ବିରତ..

ମହିଳା ଟି-୨୦ କ୍ରିକେଟ୍ ବିଶ୍ୱକପ୍ : ଆଜି ଦ୍ୱିତୀୟ ସେମିଫାଇନାଲରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା..

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories