www.samajalive.in
Sunday, December 14, 2025
23.1 C
Bhubaneswar

ଅନ୍ୟଙ୍କ ପାଇଁ ପ୍ରେରଣା: ସାହାସୀ ଯୁବତୀ, ଜିମ୍‌ରେ ଏକୁଟିଆ ଦେଖି ଦୁଷ୍କର୍ମ ଉଦ୍ୟମ କରୁଥିିବା ଯୁବକକୁ ନିସ୍ତୁକ ପିଟିଲେ, ଭିଡିଓ ଭାଇରାଲ୍‌

ଫ୍ଲୋରିଡା- ଆମେରିକାରେ ଏକ ଭିଡିଓ ଏବେ ବେଶ୍ ଭାଇରାଲ୍‌ ହେଉଛି । ନଶାଲୀ ନାମକ ଯୁବତୀ ନିଜ ଆପାର୍ଟମେଣ୍ଟ ଜିମ୍‌ରେ ବ୍ୟାୟାମ କରୁଥିବା ବେଳେ ଜଣେ ଯୁବକ ଜିମ୍‌ ଦୁଆର ମୁହଁରେ ଛିଡା ହୋଇଥିବା ଦେଖିଥିଲେ । ଜିମ ଭିତରକୁ ଆସିବା ପରେ ଯୁବକ ଜଣଙ୍କ କିଛି ସମୟ ପରେ ନଶାଲୀଙ୍କ ନିକଟକୁ ଆସି ଖରାପ ବ୍ୟବହାର କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିଲେ ।

- Advertisement -

ମାତ୍ର ଏହାର ଜବାବରେ ନଶାଲୀ ଯୁବକଙ୍କୁ ତଳେ ପକାଇ ନିସ୍ତୁକ ମାଡ ମାରିଥିଲେ । ଏହାର ଭିଡିଓ ଭାଇରାଲ୍‌ ହେବାର ୨୪ ଘଣ୍ଟା ମଧ୍ୟରେ ପୁଲିସ ସମ୍ପୃକ୍ତ ଯୁବକକୁ ଗିରଫକରିଛି । ନଶାଲୀ ଏହି ଘଟଣା ପରେ ଜିମ୍‌ ଯିବେ ବୋଲି କହିଛନ୍ତି । ତାଙ୍କ ସାହାସକୁ ଆମେରିକାରେ ପ୍ରଶଂସା କରାଯାଉଛି । ଅନ୍ୟ ମହିଳାମାନଙ୍କ ପାଇଁ ସେ ପ୍ରେରଣା ବୋଲି କୁହାଯାଉଛି ।

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories