www.samajalive.in
Sunday, December 14, 2025
26.1 C
Bhubaneswar

ପେଟ୍ରୋଲ ପମ୍ପ କର୍ମଚାରୀଙ୍କୁ ଆକ୍ରମଣ କରି ଲୁଟ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ୪୯ନଂ ଜାତୀୟ ରାଜପଥ ସଂଲଗ୍ନ ଦଧିବାମନ ସର୍ଭିସ ଷ୍ଟେସନ ପେଟ୍ରୋଲ ପମ୍ପରେ କାରରେ ୩୪ ଶହ ୨୦ ଟଙ୍କାର ପେଟ୍ରୋଲ ମାଗଣା ପକାଇବା ସହ ପେଟ୍ରୋଲ ଦେଇଥିବା କର୍ମଚାରୀ ଲୋକନାଥ ମହାନ୍ତଙ୍କ ବେକରେ ଭୁଜାଲି ଲଗାଇ ତାଙ୍କ ଠାରୁ ସଂଗୃହିତ ହୋଇଥିବା ୩୪ ଶହ ଟଙ୍କା ମଧ୍ୟ ୩ ଜଣ ଲୁଟେରା ନେଇଯାଇଛନ୍ତି। ଏପରିକି ପେଟ୍ରୋଲ ପମ୍ପରେ ଥିବା ସୁରକ୍ଷା କର୍ମୀ ସନାତନ ମୁଣ୍ଡାଙ୍କ ବେକରେ ଭୁଜାଲି ଲଗାଇ ଜଣେ ଲୁଟେରା ଟଙ୍କା ଛଡାଇନେବାକୁ ତାଙ୍କର ୨ ସାଥିଙ୍କୁ ସହାୟତା କରିଥିବା ପମ୍ପ ମାଲିକ ତୁଷାର ରଞ୍ଜନ ସାହୁ ତୁରୁମୁଙ୍ଗା ଥାନାରେ ଏତଲା ଦେଇଛନ୍ତି ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories