www.samajalive.in
Monday, December 8, 2025
16.1 C
Bhubaneswar

ବିଭିନ୍ନ ସ୍ୱପ୍ନର ଭିନ୍ନ ଭିନ୍ନ ଅର୍ଥ

ଶୋଇବା ସମୟରେ ଆମେ କିଛି ନା କିଛି ସ୍ୱପ୍ନ ଦେଖିଥାଉ। ବେଳେ ବେଳେ ସ୍ୱପ୍ନ ଦେଖିବା ପରେ ଆମେ ଏହାକୁ ଅଣଦେଖା କରିଦେଇଥାଉ। କିନ୍ତୁ ଏପରି କିଛି ସ୍ୱପ୍ନ ଅଛି ଯାହାକୁ ଦେଖିବା ଦ୍ୱାରା ଆମକୁ ଧନ ପ୍ରାପ୍ତିର ସଙ୍କେତ ମିଳିଥାଏ। ଏହା ହୁଏତ ସଭିଏଁ ଜାଣି ନଥିବେ। ବିଭିନ୍ନ ସ୍ୱପ୍ନ ଏବଂ ତାହାର ଭିନ୍ନ ଅର୍ଥ ବିଷୟରେ ଜାଣନ୍ତୁ….
ସ୍ୱପ୍ନରେ କୁଆଁରୀ କନ୍ୟାଙ୍କୁ ଦେଖିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହି ସ୍ୱପ୍ନର ଅର୍ଥ ହେଉଛି ଯେ, ବିବାହ ଜୀବନ ସୁଖମୟ ହେବ। ଧନସମ୍ପତ୍ତି ପ୍ରାପ୍ତି ହେବ।
ସ୍ୱପ୍ନରେ ବେଳେ ବେଳେ ଆମେ ବୃକ୍ଷ ଦେଖିଥାଉ। ମାତ୍ର କିଛି ସ୍ୱତନ୍ତ୍ର ବୃକ୍ଷକୁ ଦେଖିବା ଶୁଭ ହୋଇଥାଏ। ସ୍ୱପ୍ନରେ ନଡ଼ିଆ ଗଛ କିମ୍ବା ନଡ଼ିଆ ବାଣ୍ଟୁ ଥିବାର ଦେଖିଲେ ଧନ ପ୍ରାପ୍ତିର ସଙ୍କେତ ମିଳେ। ଏହାସହ ବ୍ୟବସାୟରେ ମଧ୍ୟ ଉନ୍ନତି ହୋଇଥାଏ।
କୁକୁର କାମୁଡ଼ିବା ଦେଖିଲେ ଏହା ମଧ୍ୟ ଧନଲାଭର ସଙ୍କେତ ଦେଇଥାଏ। ସ୍ୱଳ୍ପ ପରିଶ୍ରମରେ ଅଧିକ ଅର୍ଥ ପ୍ରାପ୍ତି ହୋଇଥାଏ।
ଛୋଟ ଛୁଆ ଖେଳୁଥିବାର ଅଥବା ଚାଲୁଥିବାର ଦେଖିବା ମଧ୍ୟ ଅତ୍ୟନ୍ତ ଶୁଭ କୁହାଯାଇଥାଏ। ଏହା ଦ୍ୱାରା ମାନସମ୍ମାନ ପ୍ରାପ୍ତି ସହ ଜୀବନ ସୁଖସମୃଦ୍ଧିରେ ଭରିଯାଏ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories