www.samajalive.in
Saturday, December 13, 2025
26.1 C
Bhubaneswar

ଦୁର୍ଘଟଣା ପରିବାର ଓ ବ୍ୟବସ୍ଥା ଉପରେ ପ୍ରଭାବ ପକାଇଥାଏ: ଅଧିକ୍ଷଣ ଯନ୍ତ୍ରୀ

ଜି ଉଦୟଗିରି : ସ୍ଥାନୀୟ ପଞ୍ଚାୟତ ସମିତି ଅଡିଟୋରିୟମରେ ଟିପିଏସଓଡିଏଲ ତତଫରୁ ଆୟୋଜିତ ଦୁଇ ଦିନିଆ ପ୍ରତିଜ୍ଞା ତାଲିମ୍ ଶିବିରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଅଧିକ୍ଷଣ ଯନ୍ତ୍ରୀ ନୃସିଂହ ନାରାୟଣ ପଣ୍ଡା ଦୁର୍ଘଟଣା ପରିବାର ଓ ବ୍ୟବସ୍ଥା ଉପରେ ପ୍ରଭାବ ପାକାଇଥାଏ ବୋଲି କହିଛନ୍ତି। ଏଣୁ ଆଜି ଆମେ ପ୍ରଥମେ ଶପଥ ନେବା କି ସୁରକ୍ଷା ଓ ନିୟମ ବାହାରକୁ ଯାଇ କୌଣସି କାମ ନକରିବା ଉପରେ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅଧିକ୍ଷଣ ଯନ୍ତ୍ରୀ ଫୁଲବାଣୀ ବିଦ୍ୟୁତ ଡିଭିଜନ ମନୋଜ କୁମାର ମହାନ୍ତି, ଉପଖଣ୍ଡ ବିଦ୍ୟୁତ ଅଧିକାରୀ ଶ୍ୟାମସୁନ୍ଦର ବେହେରା, ସହକାରୀ ଯନ୍ତ୍ରୀ କର୍ମଜୀତୀ ଦାସ, ଜଗଦେବ ସାହୁ, ଅନିଲ କୁମାର ପରିଡା, କାଳୀଚରଣ ନନ୍ଦ ପ୍ରମୁଖ ଉପସ୍ଥିତ ରହି ନିଜର ସୁରକ୍ଷା ଓ ନିରାପତ୍ତା ଉପରେ ଗୁରୁତ୍ୱାରୋପ କରିଥିଲେ। କାର୍ଯ୍ୟକ୍ରମକୁ ଟିମ୍ ଲିଡ ଦିନେଶ କୁମାର ସାହୁ, ଟିମ୍ ଲିଡ୍ ସେଫିଟି ଗଙ୍ଗାଧର ସାହୁ ଓ ବିକାଶ ରଞ୍ଜନ ସାହୁ ପରିଚାଳନରେ ସହଯୋଗ କରିଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories