www.samajalive.in
Saturday, December 6, 2025
23.1 C
Bhubaneswar

ବାସ୍ତୁ ସହ ଜଡିତ ଏହି ନିୟମ

ଜ୍ୟୋତିଷ ଓ ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଭୋଜନ କରିବା ସମୟରେ ଦିଗ ପ୍ରତି ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ଦକ୍ଷିଣ ଦିଗକୁ ମୁହଁ କରି ଭୋଜନ କରିବା ଉଚିତ ନୁହେଁ। ସେହିପରି ଭୋଜନ ଥାଳି ପରଷା ଯିବା ସମୟରେ ପାଣି ଗିଲାସ ସ୍ଥାନ କେଉଁଠାରେ ରଖିବା ଦରକାର। ଖାଦ୍ୟ ସେବନ କରିବା ସମୟରେ ପାଣି ଗିଲାସ କେଉଁଠାରେ ରଖାଯିବା ଆବଶ୍ୟକ ଜାଣନ୍ତୁ ..
ଭୋଜନ କରିବା ସମୟରେ ଉତ୍ତର ଦିଗକୁ ମୁହଁ କରି ଭୋଜନ କରୁଥିଲେ ପାଣି ଗିଲାସ ଆପଣଙ୍କ ଦକ୍ଷିଣ ହସ୍ତ ଆଡେ ରଖିବା ଆବଶ୍ୟକ। ଅର୍ଥାତ ପୂର୍ବ ଦିଗରେ ପାଣି ଗିଲାସ ରଖନ୍ତୁ। ସେହିପରି ପୂର୍ବ ଦିଗକୁ ମୁହଁ କରି ଭୋଜନ କରିବା ସମୟରେ ମଧ୍ୟ ପାଣି ଗିଲାସ ଦକ୍ଷିଣ ହସ୍ତ ଆଡେ ରଖନ୍ତୁ।
ଖାଦ୍ୟ ଥାଳିରେ ରୁଟି ଓ ଭାତ ମଧ୍ୟ ଦକ୍ଷିଣ ପଟେ ରଖିବା ଉଚିତ। ତରକାରୀ ଅନ୍ୟ ଖାଦ୍ୟ ଜିନିଷ ବାମ ପଟେ ରଖନ୍ତୁ।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories