www.samajalive.in
Monday, December 8, 2025
27.1 C
Bhubaneswar

ଉଚ୍ଚତା ବଢିବା ପାଇଁ ସହାୟକ ହୋଇଥାଏ ଏହି ଖାଦ୍ୟଦ୍ରବ୍ୟ

ସର୍ଭିଙ୍କ ପାଇଁ ଉଚ୍ଚତା ଗୁରୁତ୍ୱପୂର୍ଣ୍ଣ ଅଟେ। ବହୁ ସମୟରେ ଦେଖାଯାଇଥାଏ, ଯେ ପରିବାର ସଦସ୍ୟଙ୍କ ଉଚ୍ଚତା ଠିକ୍‍ ଥାଏ, ମାତ୍ର ପିଲାମାନଙ୍କ ଉଚ୍ଚତା କମ ଥାଏ। କମ୍‍ ଉଚ୍ଚତା ବିଶିଷ୍ଟ ଲୋକେମାନେ ବହୁ ସମୟରେ ଏହି କାରଣରୁ ଲଜ୍ଜିତ ହେବାକୁ ମଧ୍ୟ ପଡ଼ିଥାଏ। ମାତ୍ର କିଛି ଖାଇବା ଦ୍ରବ୍ୟ ଦ୍ୱାରା ଏହି ସମସ୍ୟାରୁ ସହଜରେ ମୁକ୍ତି ପାଇପାରିବା ,ଜାଣନ୍ତୁ ତାହା କଣ….

ବିନସ୍‍ –
ବିନସର ଫାଇବର , ପ୍ରୋଟିନ, ଭିଟାମିନ ଏବଂ କାବ୍ରୋହାଇଡ଼୍ରେଟ୍‍ ଅଧିକ ମାତ୍ରାରେ ଥାଏ। ଏହାକୁ ନିୟମିତ ଖାଇବା ଦ୍ୱାରା ଏହା ଉଚ୍ଚତା ବଢିବାରେ ସାହାଯ୍ୟ କରିଥାଏ।

ବ୍ରୋକୋଲି –
ବ୍ରୋକୋଲି ମଧ୍ୟ ଉଚ୍ଚତା ବଢାଇବାରେ ଖୁବ ସାହାଯ୍ୟ କରେ। ଏହାକୁ ଖାଇବା ଦ୍ୱାରା ଶରୀରରେ ଉଚ୍ଚତା ବଢାଇଉଥିବା ହରମୋନ ବୃଦ୍ଧି ପାଇଥାଏ। ଏହା ଦ୍ୱାରା ଉଚ୍ଚତା ବୃଦ୍ଧି ହୋଇଥାଏ। ଏହାଛଡ଼ା ଏଥିରେ ଫାଇବର, ଭିଟାମିନ, ଆଇରନ ଅଧିକ ପରିମାଣରେ ଥାଏ।


ଗାଈ କ୍ଷୀର –
ନିୟମିତ ଗାଈ କ୍ଷୀର ପିଇବା ଦ୍ୱାରା ମଧ୍ୟ ଅଧିକ ମାତ୍ରରେ ଉଚ୍ଚତା ବଢିଥାଏ।

- Advertisement -


ବିଟ୍‍ –
ଉଚ୍ଚତା ବଢିବାରେ ବିଟ୍‍ ଅଧିକ ମାତ୍ରାରେ ସହାୟକ ହୋଇଥାଏ। ଏହାକୁ ସୁପ୍‍ କରି ଅଥବା ତରକାରୀରେ ପକାଇ ଖାଇପାରିବା। ଏଥିରେ ଉଚ୍ଚତା ବୃଦ୍ଧି କରାଉଥିବା ହରମୋନ ଅଧିକ ପରିମାଣରେ ଥାଏ।


ଗୁଡ଼ ଓ କ୍ଷୀର –
କ୍ଷୀର ଓ ଗୁଡ଼କୁ ମିଶାଇ ପିଇବା ଦ୍ୱାରା ମଧ୍ୟ ଅଧିକ ପରିମାଣରେ ଉଚ୍ଚତା ବଢିଥାଏ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories