www.samajalive.in
Sunday, December 14, 2025
26.1 C
Bhubaneswar

କାନଝରୀ ନଦୀ ବନ୍ଧରେ ବୁଡି ଯୁବକ ନିଖୋଜ

ପାଟଣା – ଢେଙ୍କିକୋଟ ଫାଣ୍ଡି ଅନ୍ତର୍ଗତ ଭାଲୁକିପତଳା ଗ୍ରାମର କୈଳାସ ମହାନ୍ତଙ୍କ ପୁଅ ପ୍ରତୀକ ମହାନ୍ତ (୨୮) କାନଝରୀ ବନ୍ଧରେ ବୁଡି ନିଖୋଜ ଥିବା ଅଭିଯୋଗ ହୋଇଛି । ଖବର ପାଇ ପାଟଣା ଅଗ୍ନିଶମ ବାହିନୀର ଓଡ୍ରାଫ୍ଟ ଦଳ ରବର ବୋଟ ସାହାଯ୍ୟରେ ନଦୀ ବନ୍ଧ ଭିତରେ ଅକ୍ଲାନ୍ତ ପରିଶ୍ରମ କରି ଖୋଜାଖୋଜି କରିଥିଲେ ମଧ୍ୟ ପ୍ରତୀକ ମହାନ୍ତ ଙ୍କ ସନ୍ଧାନ ମିଳିନାହିଁ ।

ଗତକାଲି ଅପରାହ୍ନରେ କାନଝରୀ ଅଞ୍ଚଳକୁ ବୁଲିବାକୁ ଯାଇଥିବା ପ୍ରତୀକଙ୍କ ବାଇକଟି ବନ୍ଧର ୨ ନଂ ଫାଟକ ରାସ୍ତାରେ ଠିଆ ହୋଇରହିଥିବା ବେଳେ ପ୍ରତୀକ ବନ୍ଧରେ ବୁଡି ଯାଇଥିବା ସନ୍ଦେହରେ ଖୋଜାଖୋଜି ଚାଲିଛି । ତେବେ ବନ୍ଧରେ ସେହି ସ୍ଥାନରେ ୮୦ ଫୁଟ ଗଭୀର ଜଳଥିବାରୁ ଖୋଜାଖୋଜି ରେ ତାଙ୍କୁ ଠାବ କରିବା ସଂଧ୍ୟା ସୁଦ୍ଧା ସମ୍ଭବ ହୋଇନାହିଁ ।

Hot this week

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

Related Articles

Popular Categories