www.samajalive.in
Friday, December 12, 2025
15.1 C
Bhubaneswar

ସାଇକେଲ ଚୋର ଗିରଫ, ୧୬ ସାଇକେଲ ଜବତ

ଚୌଦ୍ୱାର : ଜନଗହଳିପୂର୍ଣ୍ଣ ସ୍ଥାନ ମାନଙ୍କରୁ ସାଇକେଲ ଚୋରି କରୁଥିବା ଜଣେ କୁଖ୍ୟାତ ଚୋରକୁ ଚୌଦ୍ୱାର ପୁଲିସ ଗିରଫ କରିଛି । ସେ ହେଲା ଚୌଦ୍ୱାର ଥାନା ଅନ୍ତର୍ଗତ ବଡ଼ପଦାଗାଁର ଜଗନ୍ନାଥ ସାହୁ (୨୦) । ତା’ ନିକଟରୁ ୧୬ଟି ଚୋରି ସାଇକେଲ ଜବତ କରାଯାଇଛି । ପୁଲିସ ସୂଚନା ଅନୁଯାୟୀ ଚୌଦ୍ୱାର ଥାନା ଇନ୍ଦ୍ରାଣୀପାଟଣା ଗ୍ରାମର ପ୍ରଭାତ କୁମାର ଦାସ ତାଙ୍କ ସାଇକେଲ ଚୋରି ହୋଇଥିବା ନେଇ ଗତ ଶନିବାର ଦିନ ଥାନାରେ ଅଭିଯୋଗ କରିଥିଲେ । ଏସ୍ଆଇ ନିରଞ୍ଜନ ଭୋଇ ଘଟଣାର ତଦନ୍ତ କରିବା ସହିତ ବିଶେଷ ସୁତ୍ରରୁ ଖବର ନେଇ ସଦଳବଳେ ବଡ଼ ପଦାଗାଁରେ ଚଢ଼ଉ କରି ଜଗନ୍ନାଥକୁ ଗିରଫ କରିଥିଲେ ।ଅଭିଯୁକ୍ତକୁ ଅଦାଲତ ଚାଲାଣ କରାଯାଇଛି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories