www.samajalive.in
Sunday, December 7, 2025
26.1 C
Bhubaneswar

ବିଧାନସଭା ନିର୍ବାଚନ ପ୍ରସ୍ତୁତି : ତେଲଙ୍ଗାନାରେ ନିର୍ବାଚନ କମିଶନଙ୍କ ଟିମ୍

ହାଇଦରାବାଦ : ତେଲଙ୍ଗାନାରେ ବିଧାନସଭା ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବା ପାଇଁ ମୁଖ୍ୟ ନିର୍ବାଚନ କମିଶନ ଓ.ପି. ରାୱତଙ୍କ ନେତୃତ୍ୱରେ କମିଶନଙ୍କ ପୁରା ଟିମ୍‍ ସୋମବାର ଠାରୁ ତିନିଦିନ ପାଇଁ ତେଲେଙ୍ଗାନା ଗସ୍ତ କରିଛନ୍ତି। ଆସନ୍ତା ଡିସେମ୍ବର ମାସ ୭ତାରିଖରେ ସେଠାରେ ନିର୍ବାଚନ ଅନୁଷ୍ଠିତ ହେବ। ମୁଖ୍ୟ ନିର୍ବାଚନ କମିଶନ ଶ୍ରୀ ରାୱତ୍‍ଙ୍କ ସହିତ ଅନ୍ୟ ଦୁଇଜଣ କମିଶନର ସୁନୀଲ ଆରୋରା ଓ ଅଶୋକ ଲାଭାଂଶ ଆଜି ହାଇଦ୍ରାବାଦରେ ପହଞ୍ଚି ସେଠାରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହିତ ଆଲୋଚନା କରିବେ। ମଙ୍ଗଳବାର ସେମାନେ ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ପୁଲିସ ଅଧୀକ୍ଷକମାନଙ୍କ ସହିତ ବୈଠକ କରିବେ। ଏହି ଦଳ ସେଠାରେ ଆୟକର, ଅବକାରୀ, ପରିବହନ, ରେଳବାଇ ଓ ବିମାନ ଚଳାଚଳ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories