www.samajalive.in
Sunday, December 7, 2025
26.1 C
Bhubaneswar

ସନ୍ଧ୍ୟା ସମୟରେ କରନ୍ତୁ ନାହିଁ ଏହି କାର୍ଯ୍ୟ

ଶାସ୍ତ୍ରରେ କୁହାଯାଇଛି ଯେଉଁ ଘରେ ନିୟମିତ ସଫାସୁତୁରା କରାଯାଏ, ସେଠାରେ ସର୍ବଦା ମା’ଲକ୍ଷ୍ମୀଙ୍କ ବାସ ହୋଇଥାଏ। ଏତଦ୍‍ ବ୍ୟତୀତ ଶାସ୍ତ୍ରରେ ଏପରି ମଧ୍ୟ କିଛି କଥା ଉଲ୍ଲେଖ ରହିଛି ଯାହାକୁ ସନ୍ଧ୍ୟା ସମୟରେ କରିବା ଉଚିତ ନୁହେଁ। ସେହି କାର୍ଯ୍ୟ କରିବା ଦ୍ୱାରା କର୍ମକ୍ଷେତ୍ରର ବାଧା ଉପୁଯିବା ସହ ଆର୍ଥିକ କ୍ଷେତ୍ରରେ ମଧ୍ୟ ସମସ୍ୟା ସୃଷ୍ଟି ହୋଇଥାଏ। ଜାଣନ୍ତୁ ସନ୍ଧ୍ୟ ସମୟରେ କେଉଁ କାର୍ଯ୍ୟ କରିବା ଉଚିତ ନୁହେଁ….

ସନ୍ଧ୍ୟା ସମୟରେ ଘରର ସଫା କରିବା ଉଚିତ ନୁହେଁ। ଏହା ଦ୍ୱାରା ଗୃହରେ ଦରିଦ୍ରତା ଓ କରଜର ଭାର ବଢିଥାଏ। ଏତଦ୍‍ ବ୍ୟତୀତ ଗୃହରୁ ସକାରତ୍ମକ ଶକ୍ତି ମଧ୍ୟ ପଳାଇଥାଏ।

ସନ୍ଧ୍ୟା ସମୟରେ ଶୋଇବା ଅନୁଚିତ। ଏହା ଦ୍ୱାରା ଗୃହରେ ସର୍ବଦା ଦରିଦ୍ରତା ଲାଗି ରହେ। ସନ୍ଧ୍ୟା ସମୟରେ ପୂଜାପାଠ କଲେ ଶୁଭ ଫଳ ପ୍ରାପ୍ତି ହୋଇଥାଏ।

ସନ୍ଧ୍ୟା ସମୟରେ ତୁଳସୀ ପତ୍ର ଗଛରୁ କାଢିବା ଉଚିତ ନୁହେଁ। ଏପରି କରିବା ଦ୍ୱାରା ଆର୍ଥିକ କ୍ଷେତ୍ରରେ ସର୍ବଦା ସମସ୍ୟା ଦେଖାଯାଇଥାଏ।
ସନ୍ଧ୍ୟା ସମୟରେ ଟଙ୍କା ପଇସା କରଜ ଦେବା ଉଚିତ ନୁହେଁ।
ଗୃହର କାନ୍ଥରେ ଧୂଳି ଜମିବା ଉଚିତ ନୁହେଁ। ଏହା ଦ୍ୱାରା ଗୃହରେ ଟଙ୍କାପଇସା ଅଭାବ ଲାଗି ରହେ।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories