www.samajalive.in
Saturday, December 6, 2025
19.1 C
Bhubaneswar

ମୃତ ଘଡ଼ିଆଳ କୁମ୍ଭୀର ଉଦ୍ଧାର

ସମ୍ବଲପୁର: ମହାନଦୀରେ ମାଛ ମାରୁଥିବା ସମୟରେ ମାଛ ଧରାଳି ମାନେ ଏକ ମୃତ ଘଡ଼ିଆଳ କୁମ୍ଭୀରକୁ ଉଦ୍ଧାର କରିଛନ୍ତି l କୁମ୍ଭୀରଟିର ଦେହରେ ଟ୍ରାନ୍ସମିଟର ଲାଗିଥିବା  ଦେଖିବାକୁ ମିଳିଛି l ତେବେ କୁମ୍ଭୀରଟି ବନ୍ୟା ସମୟରେ ସାତକୋସିଆ ଅଞ୍ଚଳରୁ ଚାଲି ଆସିଥିବା ଅନୁମାନ କରାଯାଉଛି l ତେବେ କୁମ୍ଭୀରଟିର କିପରି ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ l ସ୍ଥାନୀୟ ଲୋକେ ବନ ବିଭାଗକୁ କୁମ୍ଭୀରକୁ ହସ୍ତାନ୍ତର କରିଛନ୍ତି l

ଉଦ୍ଧାର ହେଲା ୨ ମୁଣ୍ଡିଆ ସାପ; ଜାଣନ୍ତୁ କିପରି ଜନ୍ମ ନିଅନ୍ତି ଏହି ବିରଳ ସାପ, ଦେଖନ୍ତୁ ଭିଡିଓ..

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories