www.samajalive.in
Sunday, December 7, 2025
26.1 C
Bhubaneswar

ବେଆଇନ୍‌ ବାଲି ବୋଝେଇ ଟ୍ରାକ୍ଟର ଜବତ

ପାଟଣା: ପାଟଣା ତହସିଲ ପକ୍ଷରୁ ଗତକାଲି ଚଢ଼ାଉ କରାଯାଇ ୨ଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରାଯାଇଛି । ତାହାସହ ମୋଟ ୨୦ ହଜାର ୨୪୦ ଟଙ୍କା ଜୋରିମାନା କରାଯାଇଛି । ତହସିଲଦାର ତାପସ ରଂଜନ ଦେହୁରୀ, ଅତିରିକ୍ତ ତହସିଲଦାର ଶରଣ କୁମାର ଜେନା, କେନ୍ଦେଇପଶି ରାଜସ୍ବ ନୀରକ୍ଷକ ନିବେଦିତା ସେଠୀ, ଚାକୁଣ୍ଡାପାଳ ରାଜସ୍ବ ନୀରିକ୍ଷକ ମଧୁ ସେଠୀ ଏବଂ କନିଷ୍ଟ ରାଜସ୍ବ ସହାୟକ ବସନ୍ତ ମଲ୍ଲିକ ପ୍ରମୁଖଙ୍କୁ ନେଇ ଗଠିତ ଚଢ଼ାଉ ଦଳ କେନ୍ଦେଇପଶୀ-ଚାକୁଣ୍ଡାପାଳ ରାସ୍ତାରୁ ବେଆଇନ ବାଲି ବୋଝେଇ ଟ୍ରାକ୍ଟରକୁ ଜବତ କରିଥିଲେ ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories