www.samajalive.in
Sunday, December 14, 2025
23.1 C
Bhubaneswar

ଖାଇବିନି କି କହାକୁ ଖାଇବାକୁ ଦେବିନି; ଦେଖନ୍ତୁ ଏହି ମଜାଦାର ଭିଡିଓ…

ଗୋଟିଏ ପଟେ ଦୁନିଆର ସବୁ ଖୁସି । ଆଉ ଅନ୍ୟପଟେ ସାଙ୍ଗର ଟିଫିନ୍ ଛଡ଼ାଇ ଖାଇବା । ଭିଡିଓଟି ଦେଖିଲେ ଆପଣଙ୍କୁ ନିଶ୍ଚୟ ଖୁସି ଲାଗୁଥିବ । ଆପଣଙ୍କ ପିଲା ଦିନର କଥା ନିଶ୍ଚୟ ମନେ ପକାଇ ଦେଉଥିବ । ପିଲା ବେଳେ ସ୍କୁଲରେ ନିଶ୍ଚୟ ଆପଣ ଆପଣଙ୍କ ସାଙ୍ଗଙ୍କ ଠାରୁ ଟିଫିନ୍ ଛଡ଼ାଇ ଖାଇଥିବେ ଆଉ ଝଗଡ଼ାବି କରୁଥିବେ ।

ଏଠି ପଶୁ ହେଲେ ବି ଦେଖିବାକୁ ମିଳୁଛି ଠିକ୍ ସେମିତି କିଛି ଘଟଣା । ମାଲିକ ଦେଇଥିବା ଖାଇବାକୁ କୁକୁଟରି ତାର ସାଙ୍ଗମାନଙ୍କଠାରୁ ଛଡ଼ାଇ ଖାଉଛି । ଦେଖନ୍ତୁ କୁକୁରଟି କିପରି ମଣିଷ ପରି ଅନ୍ୟ ଏକ କୁକୁରଟି ସହ ଝଗଡ଼ା କରି ତାର ଖାଦ୍ୟ ପାତ୍ରରେ ଥିବା ଖାଦ୍ୟକୁ ନିଜ ପାତ୍ରକୁ ନେଇ ଯାଉଛି ।

- Advertisement -

ସେହି ପରି ଅନ୍ୟ କୁକୁରଟି ମଧ୍ୟ ସବୁ ପାତ୍ରରୁ ବୁଲିବୁଲି ଏକାକି ଖାଦ୍ୟ ଖାଇଦେଇଛି । ଆଉ ଅନ୍ୟଜଣେ ସମସ୍ତଙ୍କ ମେଳରେ ରହି ନିଜେ ଖାଦ୍ୟ ନଖାଇବା ସହ କାହାକୁ ଖୁଆଇ ଦେଇନାହିଁ । ବର୍ତ୍ତମାନ ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେଉଛି

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories