ମସ୍କୋ : ରୁଷ୍ର ଉତ୍ତରପଶ୍ଚିମ ଭାଗରେ ଥିବା କୁରିଲେ ଦ୍ୱୀପରେ ଶନିବାର ବଡ ଧରଣର ଭୂମିକମ୍ପ ଅନୁଭୂତ ହୋଇଛି। ଆମେରିକା ଭୂତତ୍ତ୍ୱ ସର୍ବେକ୍ଷଣର କହିବା ଅନୁଯାୟୀ ଏହି ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୭। ପ୍ରଶାନ୍ତ ମହାସାଗରରେ ଅବସ୍ଥିତି ଏହି ଦ୍ୱୀପରେ ଭୂମିକମ୍ପ ଅନୁଭୂତକୁ ନେଇ କୌଣସି ସୁନାମୀ ସତର୍କ ସୂଚନା ଜାରି କରାଯାଇ ନାହିଁ।
Popular Categories



