www.samajalive.in
Saturday, December 13, 2025
26.1 C
Bhubaneswar

କଟକ ମୁଣ୍ଡଳିରେ ୧୨ଲକ୍ଷ କ୍ୟୁସେକ ଟପିଲା ଜଳ ପ୍ରବାହ

କଟକ: କଟକ ମୁଣ୍ଡଳିରେ ୧୨ଲକ୍ଷ କ୍ୟୁସେକ ଟପିଲା ଜଳ ପ୍ରବାହ ହେଉଛି। କଟକ ମୁଣ୍ଡଳିରେ ଏବେ ୧୨ଲକ୍ଷ ୧ହଜାର ୪୨୬ କ୍ୟୁସେକ ଜଳ ପ୍ରବାହିତ ହେଉଛି। ମୁଣ୍ଡଳିର ବିପଦ ସଙ୍କେତ ଉପରେ ଚାଲିଛି ମହାନଦୀ। ବିପଦ ସଙ୍କେତ ୯୭.୨୫ଫୁଟ ଏବଂ ଜଳସ୍ତର ୯୭.୮୦ ଫୁଟ ବୋଲି ସୂଚନା ମିଳିଛି। ଫଳରେ ତଳିଆ ଅଞ୍ଚଳ​‌ରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories