www.samajalive.in
Monday, December 8, 2025
24.1 C
Bhubaneswar

ଶ୍ରାବଣ ମାସରେ ଏଭଳି ବିଧିରେ ପୂଜାର୍ଚ୍ଚନା କଲେ ଜୀବନର ସମସ୍ତ କଷ୍ଟ ଦୂର ହେବା ସହ ବହୁ ସଫଳତା ପ୍ରାପ୍ତି ହୋଇଥାଏ

ସୋମବାର ସାଧାରଣ ଭାବେ ଶିବଙ୍କୁ ପୂଜା କରାଯାଇଥାଏ । କିନ୍ତୁ ଏହି ଶ୍ରାବଣ ମାସରେ ପ୍ରଭୁ ଭୋଳାଶଙ୍କରଙ୍କର ପୂଜାର ବହୁ ମହତ୍ତ୍ୱ ରହିଛି ।
୩ଟି ଶବ୍ଦରେ ପ୍ରସନ୍ନ ହୋଇଥାଆନ୍ତି ପ୍ରଭୁ ଶଙ୍କର । ଶିବଙ୍କୁ ଦୟାଳୁ ଓ ଭୋଳା କୁହାଯାଏ । ଭକ୍ତଟିଏ ଯେଉଁଠି ଥାଇ ଭକ୍ତି ସହକାରେ ଡ଼ାକିଲେ ସେ ଶୁଣିଥାନ୍ତି । ପ୍ରଭୁ ମହାଦେବଙ୍କୁ ଜଳ,ବେଲପତ୍ର ଅର୍ପର କଲେ ସେ ଖୁବ ପ୍ରସନ୍ନ ହୋଇଥାନ୍ତି । କିନ୍ତୁ ଏହା ସହ ତାଙ୍କୁ ଶ୍ରଦ୍ଧା ପୂର୍ବକ ‘ଓଁ ନମଃ ଶିବାୟ’ କହିବା ଦ୍ୱାରା ସେ ଖୁବ ପ୍ରସନ୍ନ ହୋଇଥାଆନ୍ତି ।

 

- Advertisement -

। ଶ୍ରାବଣରେ ପୁଜା କରିବାର ବିଧି –
ଶ୍ରାବଣ ମାସର ସୋମବାରରେ ଶିବ ଲିଙ୍ଗରେ ଗଙ୍ଗା ଜଳ ଚଢାଇବା ଶୁଭଙ୍କର ।
ଗଙ୍ଗା ଜଳ ନଥିଲେ ସାଧାରଣ ଜଳ ଚଢାଇ ଏହା ପରେ କ୍ଷୀର,ଦହି,ମହୁ ଏବଂ ଅରୁଆ ଚାଉଳ ଅର୍ପଣ କରନ୍ତୁ ।
ଏହା ପରେ ସତେଜ ବେଲପତ୍ର,ଫଳ,ଫୁଲ ଅର୍ପଣ କରନ୍ତୁ ।
ଏହା ପରେ ଚନ୍ଦନର ଟିକା ଅର୍ପଣ କରନ୍ତୁ । ପ୍ରସାଦରେ ମିଶ୍ରି ଓ ଅନ୍ୟ ମିଠା ଜାତୀୟ ଦ୍ରବ୍ୟ ମଧ୍ୟ ଭୋଗ କରିପାରିବେ ।
ଏହା ପରେ ପ୍ରଭୁ ଶିବଶଙ୍କରଙ୍କ ଆରତି କରନ୍ତୁ । ନିଜ ଇଚ୍ଛା ଅନୁଯାୟୀ ସେଦିନ ଆପଣ ଉପବାସ ମଧ୍ୟ କରିପାରିବେ । ଏହି ଶ୍ରାବଣ ମାସରେ ଏଭଳି ବିଧିରେ ପୂଜାର୍ଚ୍ଚନା କଲେ ଜୀବନର ସମସ୍ତ କଷ୍ଟ ଦୂର ହେବା ସହ ବହୁ ସଫଳତା ପ୍ରାପ୍ତି ହୋଇଥାଏ ।

 

CLICK-ଦୂରେଇ ରହିବ ରୋଗ ; ଏହି ଜିନିଷର କରନ୍ତୁ ସେବନ

 

CLICK-ଶିବଲିଙ୍ଗରେ ଅର୍ପଣ କଲେ ଏହି ଜିନିଷ ପୂରଣ ହୁଏ ମନସ୍କାମନା

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories