www.samajalive.in
Thursday, December 11, 2025
18.1 C
Bhubaneswar

ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଯାଉଥିବା ଅଟୋ ଦୁର୍ଘଟଣାଗ୍ରସ୍ତ – ବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ବିଷୟରେ ବୁଝିଲେ ଜିଲ୍ଲାପାଳ

ପାତ୍ରପୁର – ଶନିବାର ସକାଳେ ବିଦ୍ୟାଳୟକୁ ଯିବାବେଳେ ଅଟୋ ଦୁର୍ଘଟଣା ହୋଇ ଆଦର୍ଶ ବିଦ୍ୟାଳୟର ଦଶଜଣ ଛାତ୍ରଛାତ୍ରୀ ଆହତ ହୋଇ ଥିଲେ । ଦୁର୍ଘଟଣା ଖବର ପାଇ ଗଂଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ବାଦପୁର ଆଦର୍ଶ ବିଦ୍ୟାଳୟର ଠାରେ ପହଞ୍ଚି ଦୁର୍ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ।

 

- Advertisement -

ବିଦ୍ୟାଳୟର ଭାରପ୍ରାପ୍ତ ଅଧକ୍ଷ ଶର୍ମିଳା ରାଉତରାୟ, ପାତ୍ରପୁର ବିଡ଼ିଓ ତହସିଲଦାର ,ବାଦପୁର ସରପଞ୍ଚ ଶଶାଙ୍କ ପାଣିଗ୍ରାହୀ ପ୍ରଭୁତିଙ୍କୁ ଘଟଣା ସମ୍ପର୍କରେ ପଚାରି ବୁଝି ଥିଲେ।ଏପରିକି ଖୁବ ଶୀଘ୍ର ଅନ୍ୟ ଏକ ହଷ୍ଟେଲ ନିର୍ମାଣ କରିବା ସହିତ ସ୍କୁଲ ତରଫରୁ ପିଲାଙ୍କୁ ନେବା ଆଣିବା ପାଇଁ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଥିଲେ ।  ପାତ୍ରପୁର ଡାକ୍ତର ଖାନାରେ ଆହତ ହୋଇ ଚିକିତ୍ସା ହେଉଥିବା ଥିବା ପିଲାମାନେ ଚିକିତ୍ସାପରେ ଘରକୁ ଫେରିଛନ୍ତି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories