www.samajalive.in
Saturday, December 13, 2025
21.1 C
Bhubaneswar

ସାହାରପଡ଼ା ଆଦର୍ଶ ବିଦ୍ୟାଳୟ; ଅଦିତୀ ଓ ରୌପ୍ୟାଙ୍କୁ ୯୫ ପ୍ରତିଶତ

ପାଟଣା: ସାହାରପଡ଼ା ବ୍ଲକ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଦଶମ ଫଳାଫଳ ପ୍ରକାଶ ପାଇଛି । ବିଦ୍ୟାଳୟର ଛାତ୍ରୀ ତଥା ଜିଲ୍ଲା ବିଜେପି ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମାଙ୍କ ଝିଅ ଅଦିତୀ ଅଂଶୁଳିକା ବର୍ମା ୯୫.୨ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟ ଟପ୍ପର ହୋଇଥିବା ବେଳେ ଗୋଲକ ବିହାରୀ ଓ ହିମାଦ୍ରି ତନୟା ସେଠୀଙ୍କ ଝିଅ ରୌପ୍ୟା ରାଜନନ୍ଦିନୀ ୯୫ ପ୍ରତିଶତ ନମ୍ବର ରଖି ଦ୍ଵିତୀୟ ସ୍ଥାନ ଦଖଲ କରିଛନ୍ତି ।
ଏହା ଛଡ଼ା ଲିଙ୍ଗରାଜ ଦିଗାର ୯୩.୪ ଦେବୀଦତ୍ତ ସାହୁ ୯୩.୨ ପ୍ରତିଶତ ଓ ନମିତା ମହାନ୍ତ ୯୩ ପ୍ରତିଶତ ନମ୍ବର ରଖି ବିଦ୍ୟାଳୟର ଗୌରବ ବୃଦ୍ଧି କରିଛନ୍ତି।

Hot this week

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

Related Articles

Popular Categories