www.samajalive.in
Sunday, December 14, 2025
26.1 C
Bhubaneswar

ବନଦେବୀଙ୍କ ବଡପୂଜା ପାଇଁ ଖୋଲିଲାନି ବାଲିଆନାଳ ଗେଟ; ଘଟଣାସ୍ଥଳରେ ଉତ୍ତେଜନା

ନୀଳଗିରି: କୁଲଡିହା ଅଭୟାରଣ୍ୟର ବାଲିଆନାଳ ଗେଟରେ ଉତ୍ତେଜନା ଦେଖିବାକୁ ମିଳିଛି । ଆଜି କୁଲଡିହାର ବନଦେବୀଙ୍କ ବଡପୂଜା ଥିବାରୁ ପ୍ରତ୍ୟେକ ବର୍ଷ ପରି ଚଳିତବର୍ଷ ମଧ୍ୟ ଏହିଦିନ ଠାକୁରାଣୀ ଦର୍ଶନ ପାଇଁ ଜଙ୍ଗଲକୁ ଛଡାଯିବ ବୋଲି ବନବିଭାଗ ଘୋଷଣା କରିଥିଲା। କିନ୍ତୁ ବାଲିଆନାଳ ଗେଟ୍ ଖୋଲା ନଯିବାରୁ ଅଞ୍ଚଳର ଶ୍ରଦ୍ଧାଳୁ ନିରାଶ ହୋଇଥିଲେ। ଏହି ପ୍ରଥାଟି ରାଜଶାସନ ସମୟରୁ ହୋଇଥିବା ଯୋଗୁ ଲୋକଙ୍କ ଧାର୍ମିକ ଭାବନା ଉପରେ କୋଠାରାଘାତ ହୋଇଥିବା ନେଇ ଅଭିଯୋଗ ହୋଇଛି । ଏନେଇ ୨ ହଜାରରୁ ଊର୍ଦ୍ଧ ଭକ୍ତ ଗେଟ୍ ପାଖରେ ଅଟକ ରଖିଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି ।

Hot this week

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

ନିତିନ ନବୀନ ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି

ନୂଆଦିଲ୍ଲୀ: ବିଜେପିର ନୂତନ କାର୍ଯ୍ୟକାରୀ ସଭାପତି ଭାବରେ ନିତିନ ନବୀନ ମନୋନୀତ...

କିସ୍‌ ଗସ୍ତ କରିବେ ଓଏସସିପିସିଆର

ସମାଜଲାଇଭ ଡେସ୍କ: କିସ୍‌ ଛାତ୍ର ମୃତ୍ୟୁ ଘଟଣାର ତଦନ୍ତ ପାଇଁ କିସ୍...

Related Articles

Popular Categories