www.samajalive.in
Thursday, December 11, 2025
18.1 C
Bhubaneswar

ରାଜ୍ୟରେ ପୁଣି ହଜାରେ ଟପିଲା ଦୈନିକ ସଂକ୍ରମଣ ; ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର ; ରାଜ୍ୟରେ ଦୀର୍ଘ ଦିନ ପରେ ପୁଣି ହଜାରେ ଟପିଛି ଦୈନିକ ସଂକ୍ରମଣ। ୨୪ ଘଣ୍ଟାରେ ଆଉ ୧୦୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧୦୦ ଜଣ, ସଙ୍ଗରୋଧରୁ ୬୦୯,ସ୍ଥାନୀୟ ୪୩୪।

- Advertisement -


୨୮ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୩୩୫। ବାଲେଶ୍ୱରରୁ ୨୦, ବରଗଡ ୨,ଭଦ୍ରକ ୭, ବଲାଙ୍ଗୀର ୭,ବୌଦ୍ଧ ୧୩,କଟକ ୨୦୫, ଦେଓଗଡ ୪,ଢେଙ୍କାନାଳ ୩, ଗଜପତି ୧୦,ଗଞ୍ଜାମ ୬, ଜଗତସିଂହପୁର ୨୨,ଯାଜପୁର ୧୮,ଝାରସୁଗୁଡା ୧୨,କଳାହାଣ୍ଡି ୧୦, କନ୍ଧମାଳ ୨, କେନ୍ଦ୍ରାପଡା ୧୫,କେନ୍ଦୁଝର ୬, ଖୋର୍ଦ୍ଧା ୩୩୫, କୋରାପୁଟ ୪, ମୟୁରଭଞ୍ଜ ୨୮, ନବରଙ୍ଗପୁର ୯, ନୟାଗଡ ୧୯, ନୂଆପଡା ୯, ପୁରୀ ୨୮, ରାୟଗଡା ୧,ସମ୍ବଲପୁର ୩୧,ସୋନପୁର ୩୨,ସୁନ୍ଦରଗଡ ୧୦୬,ଷ୍ଟେଟପୁଲରୁ ୭୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୭,୧୭୫କୁ ବୃଦ୍ଧି ପାଇଛି। ୧୨,୮୩,୧୬୯ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୪ ହଜାର ୮୨୫ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories