ରାଜ୍ୟରେ ପୁଣି ହଜାରେ ଟପିଲା ଦୈନିକ ସଂକ୍ରମଣ ; ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର ; ରାଜ୍ୟରେ ଦୀର୍ଘ ଦିନ ପରେ ପୁଣି ହଜାରେ ଟପିଛି ଦୈନିକ ସଂକ୍ରମଣ। ୨୪ ଘଣ୍ଟାରେ ଆଉ ୧୦୪୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜନ୍ମରୁ ୧୮ ବର୍ଷ ମଧ୍ୟରେ ୧୦୦ ଜଣ, ସଙ୍ଗରୋଧରୁ ୬୦୯,ସ୍ଥାନୀୟ ୪୩୪।
Covid-19 Report For 14th July
New Positive Cases: 1043
Of which 0-18 years: 100
In quarantine: 609
Local contacts: 434(Details of local contacts will be shared by concerned District)
1. Balasore: 20
2. Bargarh: 2
3. Bhadrak: 7
4. Balangir: 7
5. Boudh: 13
6. Cuttack: 205— I & PR Department, Odisha (@IPR_Odisha) July 15, 2022
23. Nuapada: 9
24. Puri: 28
25. Rayagada: 1
26. Sambalpur: 31
27. Sonepur: 32
28. Sundargarh: 106
29. State Pool: 79New recoveries: 479
Cumulative tested: 32314102
Positive: 1297175
Recovered: 1283169
Active cases: 4825— I & PR Department, Odisha (@IPR_Odisha) July 15, 2022
୨୮ ଜିଲା ଓ ଷ୍ଟେଟ ପୁଲରୁ ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୩୩୫। ବାଲେଶ୍ୱରରୁ ୨୦, ବରଗଡ ୨,ଭଦ୍ରକ ୭, ବଲାଙ୍ଗୀର ୭,ବୌଦ୍ଧ ୧୩,କଟକ ୨୦୫, ଦେଓଗଡ ୪,ଢେଙ୍କାନାଳ ୩, ଗଜପତି ୧୦,ଗଞ୍ଜାମ ୬, ଜଗତସିଂହପୁର ୨୨,ଯାଜପୁର ୧୮,ଝାରସୁଗୁଡା ୧୨,କଳାହାଣ୍ଡି ୧୦, କନ୍ଧମାଳ ୨, କେନ୍ଦ୍ରାପଡା ୧୫,କେନ୍ଦୁଝର ୬, ଖୋର୍ଦ୍ଧା ୩୩୫, କୋରାପୁଟ ୪, ମୟୁରଭଞ୍ଜ ୨୮, ନବରଙ୍ଗପୁର ୯, ନୟାଗଡ ୧୯, ନୂଆପଡା ୯, ପୁରୀ ୨୮, ରାୟଗଡା ୧,ସମ୍ବଲପୁର ୩୧,ସୋନପୁର ୩୨,ସୁନ୍ଦରଗଡ ୧୦୬,ଷ୍ଟେଟପୁଲରୁ ୭୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏହାସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨,୯୭,୧୭୫କୁ ବୃଦ୍ଧି ପାଇଛି। ୧୨,୮୩,୧୬୯ ମୋଟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୪ ହଜାର ୮୨୫ ସକ୍ରିୟ ଆକ୍ରାନ୍ତ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି।
Comments are closed.