www.samajalive.in
Sunday, December 14, 2025
26.1 C
Bhubaneswar

ଏହି ଖାଦ୍ୟ ଖାଇଲେ ଖୁବ୍‍ ଚମକିବ ତ୍ୱଚା

ସୁନ୍ଦର ତ୍ୱଚା ପାଇଁ ଲୋକେ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିଥାନ୍ତି । ବିଭିନ୍ନ ପ୍ରକାର କ୍ରିମ୍‍ ଲଗାଇବା ଠାରୁ ଆରମ୍ଭ କରି ଔଷଧ ଖାଇଥାନ୍ତି । ଜଣେ ନିଜ ଜୀବନ ଚର୍ୟ୍ୟାରେ କିଛି ଖାଦ୍ୟକୁ ଗୁରୁତ୍ୱ ଦେଇ ସୁନ୍ଦର ଓ ଉଜ୍ଜ୍ୱଳ ତ୍ୱଚା ପାଇପାରିବ । ଆସନ୍ତୁ ଜାଣିବା ଏପରି କିଛି ଖାଦ୍ୟ ଓ ପାନୀୟ ସମ୍ପର୍କରେ ।
ଲେମ୍ବୁ ସରବତ – ଏଥିରେ ଭିଟାମିନ.ସି ଥିବାରୁ ଏହା ମୁହଁରେ ଥିବା କଳା ଦାଗକୁ ଦୂର କରିଥାଏ।
ମାଛ – ମାଛରେ ଥିବା ପ୍ରୋଟିନ ହେତୁ ଏହା ମୁହଁ ଥିବା ଚର୍ମର କୁଞ୍ଚତ ତାକୁ ଦୂର କରିଥାଏ।
ଫଳ ମଧ୍ୟରେ କମଳା, ଲିଚୁ ଆମ୍ବକୁ ଖାଇବା ଦ୍ୱାରା ଏହା ତ୍ୱଚାକୁ ଉଜ୍ଜ୍ୱଳ ରଖିଥାଏ।
ପେସ୍ତା ବାଦାମ – ପ୍ରତି ଦିନ ଗୋଟେ ପେସ୍ତା ଖାଇବା ଦ୍ୱାରା ଏହା ତ୍ୱଚାକୁ ଚିକ୍କଣ ରଖିଥାଏ।
ଟମାଟୋ – ଏହା ତ୍ୱଚା ପାଇଁ ଖୁବ୍‍ ଲାଭପ୍ରଦ ଅଟେ। ଏହାକୁ ଲଗାଇବା ଦ୍ୱାରା ସୂର୍ୟ୍ୟ କିରଣ ହେତୁ ଚର୍ମ ଉପରେ ପଡ଼ୁଥିବା ପ୍ରଭାବ ଅଧିକ ପରିମାଣରେ ଦୂର ହୋଇଥାଏ।
କ୍ଷୀର – କ୍ଷୀରରେ ଭିଟାମିନ ଏ ଓ ଡ଼ି ହେତୁ ଏହା ଶରୀରକୁ ଅଧିକ କ୍ୟାଲ୍‍ସିୟମ ଦେଇଥିବା ସହ ତ୍ୱଚାକୁ ମଧ୍ୟ ବିଭିନ୍ନ ଚର୍ମ ଜନିତ ରୋଗରୁ ରକ୍ଷା କରିଥାଏ।
କାକୁଡ଼ି,ଗାଜର – ଏହାକୁ ନିୟମିତ ଖାଇବା ଦ୍ୱାରା ଏହା ଶରୀରର ଚମକ ସର୍ବଦା ରଖିଥାଏ।
ଏତଦ୍‍ ବ୍ୟତୀତ ଅମୃତଭଣ୍ଡା, ବିଟ୍‍, ମଟର ଛୁଇଁ ଆଦିକୁ ଖାଇବା ଦ୍ୱାରା ଏହା ଶରୀର ପାଇଁ ଖୁବ୍‍ ଉପକାରିତା ଦେବା ସହ ତ୍ୱଚାକୁ ପ୍ରାକୃତିକ ଉଜ୍ଜ୍ୱଳତା ବଜାଇ ରଖେ।
ଏହି ସମସ୍ତ ଖାଦ୍ୟ ଶରୀର ପାଇଁ ସର୍ବଦା ଉପଯୋଗୀ ଅଟେ। ଏହାକୁ ନିୟମିତ ଖାଇଲେ ର୍ହି ଜଣେ ଜାଣିପାରିବ ଯେ ଏହା ବାସ୍ତବିକ ତ୍ୱଚାକୁ ଖୁବ୍‍ ଉପକାର ପ୍ରଦାନ କରିବା ସହ ଉଜ୍ଜ୍ୱଳ ଓ ସୁନ୍ଦର ରଖିଥାଏ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories