www.samajalive.in
Sunday, December 14, 2025
14.1 C
Bhubaneswar

ଏନଏଲସି ପକ୍ଷରୁ ଖିଣ୍ଡା ସ୍କୁଲକୁ ଏୟାର୍ କୁଲର୍ ପ୍ରଦାନ

ରେଙ୍ଗାଲି: ଏନଏଲସି ଇଣ୍ଡିଆ ଲିମିଟେଡର ତଲାବିରା ୨ ଏବଂ ୩ କୋଇଲା ଖଣି ନିଜର କର୍ପୋରେଟ ସାମାଜିକ ଦାୟିତ୍ବ ଅନୁଯାୟୀ ଖିଣ୍ଡା ଗ୍ରାମ ପଞ୍ଚାୟତର ବିପ୍ଲବୀ ବୀର ସୁରେନ୍ଦ୍ର ସାଏ ସ୍କୁଲକୁ ଏୟାର କୁଲର ଯୋଗାଇ ଦିଆଯାଇଛି। ଏହି ଅବସରରେ ଏନ୍ ଏଲ ସି ଇଣ୍ଡିଆ ଲିମିଟେଡର ତଲାବିରା ୨ ଏବଂ ୩ କୋଇଲା ଖଣିର ସିଜିଏମ ଏବଂ ପରିଯୋଜନା ପ୍ରମୁଖ ବି ଅମ୍ବୁଚେଲଭମ, ଖିଣ୍ଡା ଉଚ୍ଚ ପ୍ରାଥମିକ ଓ ଉଚ୍ଚ ମାଧ୍ୟମିକ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ଏୟାର କୁଲର ପ୍ରଦାନ କରିଥିଲେ।

Hot this week

ପଶ୍ଚିମବଙ୍ଗରେ ଏସଆଇଆର ପ୍ରଭାବ

ମମତାଙ୍କ ନିର୍ବାଚନମଣ୍ଡଳୀରେ ବାଦ ପଡିଛନ୍ତି ୪୪ ହଜାର ଭୋଟର କଲକାତା : ନିର୍ବାଚନ...

ଆଜି ଭାରତ-ପାକିସ୍ତାନ ମ୍ୟାଚ: କରିବେନି କରମର୍ଦ୍ଦନ!

ସମାଜ ଡିଜିଟାଲ ଡେସ୍କ: ଆଜି ଭାରତ ଏବଂ ପାକିସ୍ତାନ ମଧ୍ୟରେ ୧୯...

ଦିଲ୍ଲୀରେ ରାଜ୍ୟ କଂଗ୍ରେସର ତୁଙ୍ଗନେତା

ମୋକିମଙ୍କ ଚିଠି ଉପରେ ଆସନ୍ତା ସପ୍ତାହରେ ପଦକ୍ଷେପ ଭୁବନେଶ୍ବର : ରାହୁଲଙ୍କ ଡାକରାରେ...

ସାମ୍ସ ପୋର୍ଟାଲରେ ଅପ୍‌ଡେଟ୍ ହେଉନି ଉପସ୍ଥାନ

ଖିଲାପୀ ତାଲିକାରେ ୨ ହଜାରରୁ ଊର୍ଦ୍ଧ୍ବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଭୁବନେଶ୍ବର :...

ଅଧିନାୟକ-ଉପଅଧିନାୟକଙ୍କ ଖରାପ ପ୍ରଦର୍ଶନ; ୧୫ ଇନିଂସରେ ୫୦ଛୁଇଁ ନାହାଁନ୍ତି

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ଟି-୨୦ ଦଳର ଅଧିନାୟକ ସୂର୍ଯ୍ୟକୁମାର ଯାଦବ...

Related Articles

Popular Categories