www.samajalive.in
Friday, December 12, 2025
15.1 C
Bhubaneswar

ନୁପୁର ଶର୍ମାଙ୍କ ସମର୍ଥନରେ ପୋଷ୍ଟ କରିବାରୁ – ଟେଲର କହ୍ନେୟା ଲାଲଙ୍କୁ ହତ୍ୟା କଲେ ଦୁଇ ଦୁର୍ବୃତ୍ତ, ଗିରଫ କଲା ପୁଲିସ

ଜୟପୁର – ନୁପୁର ଶର୍ମାଙ୍କ ସମର୍ଥନରେ ପୋଷ୍ଟ କରିବାରୁ ରାଜସ୍ଥାନର ଉଦୟପୁରରେ କହ୍ନେୟାଲାଲ୍‌ ନାମକ ଟେଲରଙ୍କୁ ଦୁଇ ଜଣ ଟେଲର ହତ୍ୟା କରିଛନ୍ତି । ହତ୍ୟାକାରୀ ଦୁର୍ବୃତ୍ତଙ୍କ ସୋସିଆଲ୍‌ ମିଡିଆରେ ଭିଡିଓ ପୋଷ୍ଟ କରିବା ସହ ସେମାନଙ୍କ ନାମ ମହମ୍ମଦ ଓ ରିୟାଜ୍‌ ବୋଲି ଦର୍ଶାଇଛନ୍ତି ।

କହ୍ନେୟା ଲାଲ୍‌ ଟେଲର ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ । ସେ ଗତ କିଛି ଦିନ ତଳେ ନୁପୁରଙ୍କ ସମର୍ଥନରେ ହ୍ୱାଟସ୍‌ଆପ୍‌ ଷ୍ଟାଟସ୍‌ ରଖିଥିଲେ । ଏହି ହତ୍ୟାକାରୀମାନେ କପଡା ମାପ ଦେବା ନାମରେ ଆସି କହ୍ନେଙ୍କ ବେକକୁ ହାଣି ଦେଇଥିଲେ । ଏହାର ମୁଣ୍ଡକୁ ହାଣି ଅଲଗା କରିବା ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧମକ ଦେବା ସହ ଏକ ଭିଡିଓ ପୋଷ୍ଟ କରିଥିଲେ । ଏହି ହତ୍ୟାକାଣ୍ଡ ପରେ ଉଦୟପରୁରେ ହିଂସାର ବାତାବରଣ ଦେଖାଦେଇଛି । ପୁଲିସ ଅଭିଯୁକ୍ତମାନଙ୍କୁ ଗିରଫ କରିଛି ।

- Advertisement -

ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଏହି ଘଟଣାକୁ ନିନ୍ଦା କରିବା ସହ ଶାନ୍ତି ରଖିବା ପାଇଁ ନିବେଦନ କରିଛନ୍ତି ।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories