www.samajalive.in
Tuesday, December 9, 2025
26.1 C
Bhubaneswar

ଏସ-୪୦୦ରେ ବି ରିଲାଏନ୍ସ

ନୂଆଦିଲ୍ଲୀ: ଆମେରିକାର ଚେତାବନୀ ସତ୍ତେ୍ୱ ଭାରତ-ରୁଷ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ହୋଇଥିବା ଚୁକ୍ତି ଆଧାରରେ ଭାରତ ରୁଷଠାରୁ ୫ସେଟ୍‍ ଏସ ୪୦୦ ରକ୍ଷା ପ୍ରଣାଳୀ କ୍ରୟ କରିବାର ଚୂଡ଼ାନ୍ତ ହୋଇଛି। ଏହି ଡିଲକୁ ନେଇ ରୁଷ ଓ ଭାରତ ମଧ୍ୟରେ ୨୦୧୫ରୁ ଆଲୋଚନା ଆରମ୍ଭ ହୋଇଥିଲା।
୨୦୧୫ରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ମସ୍କୋ ଯାତ୍ରା ସମୟରେ ଅନୀଲ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଡିଫେନ୍ସ ଓ ଏସ-୪୦୦ ନିର୍ମାଣ କରୁଥିବା ଅଲ୍ମାଜ-ଏଟି ୬ ବିଲିୟନ ଡଲାର ମୂଲ୍ୟରେ ଏହି ଉତ୍ପାଦନର ରକ୍ଷଣାବେକ୍ଷଣ ଚୁକ୍ତି ସ୍ୱାକ୍ଷର କରି ହୋଇଥିଲା। ୨୪ଡିସେମ୍ବର ୨୦୧୫ରେ ରିଲାଏନ୍ସ ଡିଫେନ୍ସ ଏ ସମ୍ବନ୍ଧରେ କମ୍ପାନୀର ଉପଲବ୍ଧି ଭାବେ ପ୍ରକାଶ କରିଥିଲା।
ଫଳରେ ଆଗାମୀ ଦିନରେ ରାଫେଲ ପରି ଏସ-୪୦୦କ୍ଷେପଣାସ୍ତ୍ରକୁ ନେଇ ମଧ୍ୟ ରାଜନୈତିକ ବୟାନବାଜି ଜୋର ଧରିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ। ରାଫେଲକୁ ନେଇ ବିରୋଧୀ କ୍ରମାଗତ ମୋଦୀ ସରକାରଙ୍କୁ ସମାଲୋଚନା କରୁଥିôôବାବେଳେ ଏସ-୪୦୦ ଓ ରିଲାଏନ୍ସ ଡିଫେନ୍ସର ଭାଗିଦାରୀ ଆଗାମୀ ଦିନରେ ଚର୍ଚ୍ଚା ପରିସରକୁ ଆସିବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନପାରେ।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

Related Articles

Popular Categories