ବ୍ରହ୍ମପୁର: ବ୍ରହ୍ମପୁର ପୁଲିସ ଓ ଦିଗପହଣ୍ଡି ପୁଲିସ ଆଜି ଦେଶୀ ମଦ ଭାଟି ଉପରେ ମିଳିତ ଚଢଉ କରିଥିଲା । ଚଢଉ ବେଳେ ୭୫ ଲିଟର ଦେଶୀ ମଦ ଓ ବିପୁଳ ପରିମାଣରେ ମଦ ତିଆରି ସାମଗ୍ରୀ ଜବତ ହୋଇଛି । ଏହି ଘଟଣାରେ ପୁଲିସ ୩ ଜଣଙ୍କ ନାମରେ ମାମଲା ରୁଜୁ କରି ଗିରଫ କରିଛି ।
Popular Categories

Hot this week

‘The Samaja’, the synonym of newspapers in Odisha – a mass circulated and widely read Odia daily has completed ‘Hundred Five‘ years of its glorious publication. Founded in 1919 by a great visionary, nationalist and freedom fighter, Utkalamani Pandit Gopabandhu Das.. Read More
Get important news delivered directly to your inbox and stay connected!