www.samajalive.in
Saturday, December 13, 2025
26.1 C
Bhubaneswar

ଯୁବକଙ୍କୁ ବୀଭତ୍ସ ହତ୍ୟା

ପୋଲସରା: ବିଳମ୍ବିତ ରାତିରେ କଳମ୍ୱ ଗାଁରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ଜଣେ ଯୁବକଙ୍କ ତଣ୍ଟି ଚିପିବା ସହ ଛୁରୀ ଭୁସି ଦୁର୍ବୃତ୍ତ ମାନେ ହତ୍ୟା କରିଥିବା ଜଣାପଡ଼ିଛି ।  ମୃତ ଯୁବକଙ୍କ ନାଁ ବିକାଶ ସାହୁ ବୋଲି ସୂଚନା ଦେଇଛି ପୁଲିସ । ଏହି ହତ୍ୟାକାଣ୍ଡ ସଙ୍ଗବଦ୍ଧ ଭାବେ କରାଯାଇଥିବା ନେଇ ପୁଲିସ ଅନୁମାନ କରୁଛି । ଘଟଣାକୁ ନେଇ ସନ୍ଦେହରେ ପୁଲିସ ଜଣକୁ ଅଟକ ରଖିବା ସହ ପଚରାଉଚରା ଚଳାଇଛି । ଅନ୍ୟପଟେ ମୃତ ବିକାଶ ନାଁରେ ଅନୈତିକ କାର୍ଯ୍ୟକଳାପର ଅଭିଯୋଗ ରହିଥିବା ଜଣାପଡ଼ିଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories