www.samajalive.in
Sunday, December 14, 2025
19.1 C
Bhubaneswar

ଖାଲି ପେଟରେ ଖାଆନ୍ତୁ ଗୁଜୁରାତି

ସୁସ୍ଥ ରହିବା ପାଇଁ ସଭିଏଁ ଉତ୍ତମ ଜୀବନଶୈଳୀ ସହ ସଠିକ ଖାଦ୍ୟ ଖାଇଥାଆନ୍ତି। ବିଶେଷ କରି ସକାଳେ ଖାଲି ପେଟରେ କିଛି ସ୍ୱାସ୍ଥ୍ୟକର ଖାଦ୍ୟ ଖାଇବାକୁ ବିଶେଷଜ୍ଞ ପରାମର୍ଶ ଦେଇଥାଆନ୍ତି।
ସବୁଜ ଗୁଜୁରାତିକୁ ବିଭିନ୍ନ ପ୍ରକାର ମିଠା ପ୍ରସ୍ତୁତିରେ ଏହାର ସ୍ୱାଦ ବଢାଇବା ପାଇଁ ବ୍ୟବହାର କରାଯାଏ।
ସକାଳେ ଖାଲି ପେଟରେ ଗୁଜୁରାତି ଖାଇବାର ଦ୍ୱାରା ସ୍ୱାସ୍ଥ୍ୟ ପାଇଁ କି କି ଉପକାର ହୋଇଥାଏ।
ଖାଲିପେଟରେ ଗୁଜୁରାତି ଖାଇବା ଦ୍ୱାରା ଗ୍ୟାଷ୍ଟ୍ରିକ,ବଦହଜମି ଭଳି ସମସ୍ୟା ଦୂର ହୋଇଥାଏ। ଏଥିରେ ଫାଇବର ଥିବାରୁ କୋଷ୍ଠାକଠିନ୍ୟ ସମସ୍ୟା ହୋଇନଥାଏ।
ଖାଲି ପେଟରେ ଗୁଜୁରାତି ଖାଇବା ଦ୍ୱାରା ଭୋକ ବଢିଥାଏ। ଭୋକ ହେଉନଥିବା ବ୍ୟକ୍ତିଙ୍କ ପାଇଁ ଭୋକ ବଢାଇବାର ଏହାର ଉତ୍ତମ ବିକଳ୍ପ।
ଖାଲି ପେଟରେ ଗୁଜୁରାତି ଖାଇବା ଦ୍ୱାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ ହୋଇ ରହିଥାଏ। ଉଷୁମ ପାଣିରେ ଗୁଜୁରାତି ପକାଇ ଏହାକୁ ପାଣି ପିଇପାରିବେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories