www.samajalive.in
Wednesday, December 10, 2025
16.1 C
Bhubaneswar

ଭଗବାନ ଶ୍ରୀ ପର୍ଶୁରାମଙ୍କ ଜନ୍ମୋତ୍ସବ ପାଳନ

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ମାନସଭବନ ଠାରେ ପର୍ଶୁରାମ ବାହିନୀ ଉପଦେଷ୍ଟା ତଥା ବ୍ରାହ୍ମଣ ସମାଜ ସମ୍ପାଦକ ଚିନ୍ମୟ କୁମାର ଯୋଶୀଙ୍କ ଆହ୍ଵାନ କ୍ରମେ ମହାସମାରୋହରେ ଭଗବାନ ଶ୍ରୀ ପର୍ଶୁରାମଙ୍କ ଜନ୍ମୋତ୍ସବ ପାଳନହୋଇଯାଇଛି । ଏବର୍ଷ କଣ୍ଟାବାଞ୍ଜିର ସମସ୍ତ ବ୍ରାହ୍ମଣ ପରିବାର ଏପରିକି ହିନ୍ଦୀ ଭାଷଭାଷୀ ବ୍ରାହ୍ମଣ ପରିବାର ମିଶି ପର୍ଶୁରାମ ଛକଠୁ ଆରମ୍ଭ କରି ସହରର ମୁଖ୍ୟ ରାସ୍ତା, ଗଳିକନ୍ଦି ଦେଇଏକ ବିରାଟ ଶୋଭାଯାତ୍ରା ବାହାରିଥିଲେ। ପର୍ଶୁରାମ ବାହିନୀ ସଭାପତି ନିଶିକାନ୍ତ ଏବଂ ବାହିନୀ ସମ୍ପାଦକ ସଞ୍ଜୟ ପଣ୍ଡା, କୋଷାଧ୍ୟକ୍ଷ ପ୍ରିୟବ୍ରତ ସାହୁଙ୍କ ସହ ଦୁଇ ସମାଜର ସଭାପତି ବିଜୟ ମିଶ୍ର ଏବଂ ଘନଶ୍ୟାମ ଶର୍ମା, ସମ୍ପାଦକ ଅଶୋକ ଶର୍ମା, ବାହିନୀ ଉପଦେଷ୍ଟା ବିଜୟ ମିଶ୍ର ଏବଂ ବ୍ରଜ ଗୁରୁ ସହ ନରୋତ୍ତମ ପଣ୍ଡା, ରାଜେଶ ମିଶ୍ର, ସରୋଜ ପଣ୍ଡା, ପ୍ରତ୍ୟୁଷ ପାଣିଗ୍ରାହୀ, କାହ୍ନୁା ମିଶ୍ର, ସମସ୍ତ ଶକ୍ତି ବାହିନୀ ସହ ଶତାଧିକ ବ୍ରାହ୍ମଣ ଉପସ୍ଥିତ ଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories