www.samajalive.in
Saturday, December 13, 2025
26.1 C
Bhubaneswar

ଘରୋଇ ଉପାୟରେ ପ୍ରସ୍ତୁତ କରନ୍ତୁ ସନସ୍କ୍ରିନ୍‍

ଖରାଦିନେ ତ୍ୱଚାର ଯତ୍ନ ନେବା ନିତାନ୍ତ ଆବଶ୍ୟକ। ଏହାସହ ମୁହଁରେ ନିୟମିତ ଭାବେ ସନସ୍କ୍ରିନ୍‍ ଲଗାଇବା ଦ୍ୱାରା ତ୍ୱଚାକୁ ଏହା ଖରାର କୁପ୍ରଭାବରୁ ରକ୍ଷା କରିଥାଏ। ସନସ୍କ୍ରିନ୍‍ ତ୍ୱଚାରେ ଏକ ପ୍ରକାର ସୁରକ୍ଷାର ସ୍ତର ତିଆରି କରିଥାଏ। ତେବେ ଜାଣନ୍ତୁ ଘରେ ଏହାକୁ କିପରି ସରଳ ଉପାୟରେ ପ୍ରସ୍ତୁତ କରିବେ।
୧କପରୁ କମ ଏଲୋବେରା ଜେଲ୍‍,୧ ଚାମଚ ନଡିଆ ତେଲ,ଇଚ୍ଛାନୁଯାୟୀ ଭିଟାମିନ ଇ କ୍ୟାପସୁଲ୍‍ର କିଛି ବୁନ୍ଦା ଏଥିରେ ମିଶାନ୍ତୁ।
ଏକ ପାତ୍ରରେ ସମସ୍ତ ଜିନିଷକୁ ଭଲ ଭାବେ ମିଶାଇ ଦିଅନ୍ତୁ।ଏହା ଗାଢା ହେବା ଯାଏଁ ଚାମଚରେ ଭଲ ଭାବେ ଫେଣ୍ଟନ୍ତୁ। ଏହାକୁ ଏକ ଡବା ମଧ୍ୟରେ ରଖି ଫ୍ରିଜରେ ରଖିପାରିବେ।
ଘରୁ ବାହାକୁ ଯିବା ପୂର୍ବରୁ ଏହାକୁ ମୁହଁରେ.ବେକରେ ଓ ହାତରେ ଲଗାନ୍ତୁ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories