www.samajalive.in
Saturday, December 13, 2025
21.1 C
Bhubaneswar

ଖମୁଆଁରେ ଚବିଶ ପ୍ରହର ନାମ ଯଜ୍ଞ

ପାଟଣା: ପାଟଣା ବ୍ଲକ ଅନ୍ତର୍ଗତ ସରାସକୋଲା ପଞ୍ଚାୟତ ଖମୁଆଁ ଗ୍ରାମରେ ୨୫ ତାରିଖ ଠାରୁ ୨୮ତାରିଖ ଯାଏଁ ଚବିଶ ପ୍ରହର ଅଖଣ୍ଡ ମହାମନ୍ତ୍ର ନାମ ଯଜ୍ଞ ଧୁମଧାମରେ ଅନୁଷ୍ଠିତ ହେଉଛି। ୨୪ ତାରିଖ ଶୁଭ ଅଧିବାସରୁ ଆରମ୍ଭ ହେବାପରେ ବାଙ୍ଗରିପଶି କୁନା ଦଳ, ବମ୍ବେଛକ ବେଲବରିଆ, ସାରସକଣା କପାଡ଼ିହା, ସରଗଡା,ଓ କେନ୍ଦୁଝରର ମାଟିଖଣି ସହ ଖମୁଆଁ ସଂକୀର୍ତ୍ତନ ମଣ୍ଡଳୀ ଏଠାରେ ଅଖଣ୍ଡ ନାମ ସଂକୀର୍ତ୍ତନ ଜାରି ରଖିଛନ୍ତି। ନାମ ଯଜ୍ଞ ଦେଖିବାକୁ ପ୍ରତ୍ୟହ ହଜାର ହଜାର ଶ୍ରଦ୍ଧାଳୁଙ୍କ ଉପସ୍ଥିତି ଦେଖିବାକୁ ମିଳୁଛି।

Hot this week

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

Related Articles

Popular Categories