www.samajalive.in
Saturday, December 13, 2025
26.1 C
Bhubaneswar

୧ଲକ୍ଷ ଇ-ସଞ୍ଜିବନୀ ଟେଲି-ପରାମର୍ଶ କେନ୍ଦ୍ର ଉଦ୍‍ଘାଟନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ

ଡେସ୍କ: ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଓ ୱେଲ୍‍ନେସ୍‍ ବ୍ୟବସ୍ଥାର ଚତୁର୍ଥ ବାର୍ଷିକୀ ଅବସରରେ ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ୧ ଲକ୍ଷ ଇ-ସଞ୍ଜିବନୀ ଟେଲି-ପରାମର୍ଶ କେନ୍ଦ୍ର ଉଦ୍‍ଘାଟନ କରିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ ଟ୍ୱିଟ୍‍ କରି କହିଛନ୍ତି ଏହା ଦ୍ୱାରା ଦେଶର ସାଧାରଣ ଲୋକମାନେ ବଡ଼ବଡ଼ ଡାକ୍ତରଙ୍କଠାରୁ ସ୍ୱାସ୍ଥ୍ୟସେବା ଓ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପରାମର୍ଶ ପାଇପାରିବେ। ସେ କହିଛନ୍ତି ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଓ ୱେଲ୍‍ନେସ୍‍ କେନ୍ଦ୍ର ମାଧ୍ୟମରେ ସରକାର ପ୍ରାଥମିକ ସ୍ୱାସ୍ଥ୍ୟ ସେବା ନେଟୱର୍କକୁ ଶକ୍ତିଶାଳୀ କରୁଛି। ଏବେ ଦେଶରେ ୧ ଲକ୍ଷ ୧୭ ହଜାରରୁ ଅଧିକ ସ୍ୱାସ୍ଥ୍ୟ ଓ ୱେଲ୍‍ନେସ୍‍ କେନ୍ଦ୍ର କାର୍ଯ୍ୟ କରୁଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

Related Articles

Popular Categories